Latest Odisha News

BREAKING NEWS

ଯୌତୁକ ଜୁଇରେ ଆଉ ଜଣେ ବଧୂ; ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଯୌତୁକ ଜୁଇରେ ଆଉ ଜଣେ ବଧୂ । ଯୌତୁକ ପାଇଁ ଶାଶୁ ଘର ଲୋକେ ଜଣେ ବୋହୂକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।  ମୃତ ମହିଳାଙ୍କ ନାଁ ଝିଲି ସେଠୀ  । ଅଭିଯୋଗ ଅନୁସାରେ, ସାମନ୍ତରାପୁରର ଚନ୍ଦନ ସେଠୀଙ୍କୁ ଝିଲି ଗତ ୩ ବର୍ଷ ତଳେ…

ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଗଛର ପତ୍ର ଓ ଫୁଲ, କିପରି ସେବନ କରିବେ ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରାୟ ସମସ୍ତଙ୍କ ଘରେ ସଦାବହାର ଫୁଲ ମିଳିଥାଏ । ଏଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର, ଏହି ଗୋଲାପୀ ରଙ୍ଗର ଫୁଲ ସାଧାରଣତଃ ମନକୁ ଶାନ୍ତି ଦେଇଥାଏ । ସଦାବାହାର ଫୁଲ ଓ ଏହାର ପତ୍ର ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହ ଫୁଲ ଓ ପତ୍ରରେ ଏପରି ଗୁଣ ମିଳିଥାଏ,…

ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲୋକ ରୋଡର ଧୋବି ଘାଟରେ ଏକ ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷର ଝିଅର ମୃତ୍ୟୁ ଘଟିଛି । ତାଙ୍କ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଏକ ଏନଡିଏମସି ଟିମ୍…

ଭାଷା ଭାଗବତ : ପଠନ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭୂକଂପ ଅବା ଭୂସ୍ଖଳନ ସମଗ୍ର ପୃଥିବୀ ବିଦୀର୍ଣ ଏଯାଏଁ କରିପାରିନାହିଁ ଅଯଥା ଚିଂତିତ କିପାଇଁ ଭୀଷଣ ବନ୍ୟା ଓ ମରୁଡ଼ି ମଣିଷ ସହେ ଏଠି ପଡ଼ି ହୁଏନି ପୂର୍ଣ ବିଲୋପନ ଏ ତଥ୍ୟ ନୁହି ଭିତ୍ତିହୀନ କଥିତ, ଲିଖିତ ଭାଷାରେ ଅନେକ…

ଅଭୟ ନାୟକ ହେଲେ ‘ଅଖିଳ ଭାରତୀୟ ସାହିତ୍ୟ ପରିଷଦ’ର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର : ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ମୁଖ୍ୟ ରଘୁନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ 'ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା'ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନିର୍ବାଚନ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ନିର୍ବାଚନ ପରିଚାଳନାରେ ଏକ ନୂତନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା(୩)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଘଟିଥିବା ଅଘଟଣ ବିଷୟରେ ଆଲୋଚନା ବେଳେ ଆମେ ଆଲୋଚନା କରୁଥିଲେ ୧୮୭୫ ମସିହା କଥା, ଯେତେବେଳେ ଗର୍ଭଗୃହର ୪୦ ଫୁଟ ଉଚ୍ଚତା ରୁ…

ହରିୟାଣାର ଆଇଏନ୍ଏଲଡି ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଭାରତୀୟ ଜନତା ଲୋକ ଦଳ(ଆଇଏନ୍ଏଲଡି) ହରିୟାଣା ଅଧ୍ୟକ୍ଷ ନାଫେ ସିଂହ ରାଠୀଙ୍କୁ ଆଜ୍ଞାତ ଆକ୍ରମଣୀ ଗୁଳି କରି ହତ୍ୟା କରିଛନ୍ତି । ସେ ହରିୟାଣାର ଇଜ୍ଜର ବହାଦୂରଗଡ଼ ଯାଉଥିବା ବେଳେ ଏକ କାରରେ ଆସି ଆକ୍ରମଣକାରୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏନେଇ ଆଇଏନ୍ଏଲଡି ନେତା…

କେଜ୍ରିଓ୍ବାଲ କହିଲେ ସେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସହ ଲଗାତାର ବିବାଦ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସାହସିକତାର ସହ କହିଛନ୍ତି ଯେ ଜାତୀୟ ରାଜଧାନୀରେ ପ୍ରଭାବଶାଳୀ ଭାବେ ଶାସନ କରିଥିବାରୁ ସେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର…

ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ମୁଖ୍ୟ ଓ ୨ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼: ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ (ଆଇଏନ୍ଏଲଡି)ର ରାଜ୍ୟ ସଭାପତି ନଫେ ସିଂହ ରାଠୀ ଓ ଅନ୍ୟ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ହରିୟାଣାର ଝଜ୍ଜର ଜିଲ୍ଲାରେ ଘଟିଛି, ଯେଉଁଠାରେ ରାଠି ଏବଂ ତାଙ୍କ ସହଯୋଗୀମାନେ ଏକ…

ହାଇଦ୍ରାବାଦରେ ‘ଗଞ୍ଜେଇ ଚକୋଲେଟ’ ବିକ୍ରି କରି ଓଡ଼ିଆ ଯୁବକ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ଅନନ୍ତ କୁମାର ବାରାକ ନାମକ ଜଣେ ସନ୍ଦିଗ୍ଧ ସାଇବରାବାଦ ପୁଲିସ କମିସନରେଟ୍ ଅଧୀନରେ ଥିବା ସହର ଉପକଣ୍ଠ ବାଲାନଗର ଅଞ୍ଚଳରେ ଗଞ୍ଜେଇ (ଗଞ୍ଜେଇ) ମିଶା ଚକୋଲେଟ୍…