ବ୍ରହ୍ମ ହତ୍ୟା ଦୋଷ କ’ଣ, ଯେଉଁଥିରୁ ବର୍ତ୍ତି ପାରିନଥିଲେ ସ୍ଵୟଂ ପ୍ରଭୁ ଶ୍ରୀରାମ
ଭୁବନେଶ୍ଵର: ଜ୍ୟୋତିଷ ଶାସ୍ତ୍ରରେ ଏହିପରି ଅନେକ ଯୋଗ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ରାଶିଫଳରେ ଅଶୁଭ ବିବେଚନା କରାଯାଏ । ଜାତକରେ ଏହି ଯୋଗଗୁଡ଼ିକର ଉପସ୍ଥିତି ହେତୁ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ | ତା’ମଧ୍ୟରୁ ଗୋଟେ ଦୋଷ ହେଉଛି ବ୍ରହ୍ମ ହତ୍ୟା ଦୋଷ ।…