ଅନନ୍ତ ଅମ୍ବାନୀଙ୍କ ଏତେ ମାତ୍ରାରେ ଓଜନ ବଢିବା ପଛରେ ଥିଲା ଏହି ରୋଗ, ଜାଣନ୍ତୁ…
ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଗତ ୧୮ ମାସରେ ୧୦୮ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ । କିନ୍ତୁ ହଠାତ୍ ତାଙ୍କର ଓଜନ ପୁଣି ବଢିଯାଇଥିଲା । ଏନେଇ ଯେତେବେଳେ ନୀତା ଅମ୍ବାନୀଙ୍କ ସହ ଆଲୋଚନା କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଅନନ୍ତ ଜଣେ ଗୁରୁତର ଆଜମା ରୋଗୀ ଥିଲେ । ଏହି କାରଣରୁ ତାଙ୍କୁ…