ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ
ମୁମ୍ବାଇ: ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ । ଚଳଚ୍ଚିତ୍ର ନିର୍ମାତା କୁମାର ସାହାନୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ସାହନୀଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ, ଗତକାଲି ରାତିରେ କୋଲକାତାର ଏକ ଡାକ୍ତରଖାନାରେ…