ଭାଷା ଭାଗବତ : ଶବ୍ଦର ଜନମ ମରଣ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଭିଧାନରୁ ଶବ୍ଦ ଖୋଜି
ବ୍ୟବହାର କରିଲେ ଆଜି
ତାହା କି ଏବର ପାଠକ
ପଢ଼ି ପାଇବେ ଟିକେ ସୁଖ ?
ଏ କଥା କରିଲେ ବିଚାର
ଏ ଭାଷା ହେବ ସଭିଂକର
ସାହିତ୍ୟ ଆପେ ପାରେ ବଢ଼ି
ଲୋକେ ସତେ ପାରିଲେ ପଢ଼ି
…