ଲୋକସଭାକୁ ବାଏ ବାଏ, ରାଜ୍ୟସଭାରେ ପ୍ରବେଶ କରିବେ ସୋନିଆ ଗାନ୍ଧୀ?
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଲୋକସଭାରେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ଶେଷ କରି ରାଜ୍ୟସଭାକୁ ଯିବାର ସମ୍ଭାବନା ରହିଛି। କଂଗ୍ରେସର ଶୀର୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ରାଜସ୍ଥାନରୁ ଦଳର ରାଜ୍ୟସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି।
୭୭ ବର୍ଷ…