ଯାଜପୁରରେ ଚାଞ୍ଚଲ୍ୟ, ବାଡିପଟରୁ ମିଳିଲା ଶିଶୁର କଟାମୁଣ୍ଡ
ଯାଜପୁର: ଯାଜପୁରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଘରପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଯାଜପୁର ରୋଡ ଥାନା ଶଙ୍ଖଚିଲା ରାଧାନଗର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନିୟ ଘଟଣା । ମୃତ ଶିଶୁର ପରିଚୟ ମିଳିପାରିନାହିଁ । ପୋଲିସ କଟାମୁଣ୍ଡକୁ ଉଦ୍ଧାର କରି ତଦନ୍ତ ଆରମ୍ଭ…