ଡ୍ରେନ ଖୋଳିବାବେଳେ ଭୁଶୁଡିଲା ପାଚେରୀ : ଜଣେ ଶ୍ରମିକ ମୃତ, ଦୁଇ ଆହତ
ଭୁବନେଶ୍ବର: ଭୁବନେଶ୍ବର ଇନ୍ଦିରା ହାଉସିଂ କଲୋନୀରେ ଅଭାବନୀୟ ଘଟଣା ଘଟିଛି । ଡ୍ରେନ ଖୋଳିବାବେଳେ ଅଘଟଣ ଘଟିଛି । ଡ୍ରେନ ଖୋଳା କାମ ଚାଲିଥିବାବେଳେ ଡ୍ରେନ କଡରେ ଥିବା ନୀଳକଣ୍ଠେଶ୍ବର ମନ୍ଦିରର ପାଚେରୀଟି ଭୁଶୁଡି ପଡିଛି । ଫଳରେ ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ…