Latest Odisha News

BREAKING NEWS

ବିମାନ ଭିତରେ ହେଲା ରକ୍ତବାନ୍ତି; ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ନାଗପୁର:ମଝି ଆକାଶରେ ହଠାତ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ରକ୍ତବାନ୍ତି ହେଲା । ଏତେ ପ୍ରବଳ ବାନ୍ତି ହେଲା ଯେ ସେହିଠାରେ ଟଳି ପଡିଲେ । ମଝି ଆକାଶରେ ଚାଲିଗଲା ଜୀବନ । ଗତକାଲି ରାତିରେ ଇଣ୍ଡିଗୋ ବିମାନରେ ଘଟିଛି ଏପରି ଅଘଟଣ । ଇଣ୍ଡିଗୋ ଏୟାରଲାଇନ୍ସର ମୁମ୍ବାଇ-ରାଞ୍ଚି ଫ୍ଲାଇଟରେ…

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ବ୍ଲକ ଦୁଲଣାପୁର ଗାଁର ପୂର୍ବତନ ସରପଞ୍ଚ ସୁନୀଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍  । ତୁଳସୀପୁରସ୍ଥିତ ପେଟ୍ରୋଲ ପମ୍ପରେ ରେଡ୍ କରାଯାଉଛି  । ମନରେଗା ଦୁର୍ନୀତି…

ଜି-୨୦ ସମ୍ମିଳନୀ: ବାଇଡେନଙ୍କ ପାଇଁ ବୁକ ହେଲା ମୌର୍ଯ୍ୟ ହୋଟେଲର ୪୦୦ ରୁମ, ଅନ୍ୟମାନେ ରହିବେ କେଉଁଠି ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୯  ଏବଂ ୧୦ରେ ଦିଲ୍ଲୀରେ ହେବ ଆସାନ୍ତ G-20 ଶିଖର ସମ୍ମିଳନୀ । ସେଥିପାଇଁ ଦିଲ୍ଲୀର ହୋଟେଲ ଉଦ୍ୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦିଲ୍ଲୀର ପ୍ରସିଦ୍ଧ ଆଇଟିସି ମୌର୍ଯ୍ୟ, ତାଜ ପ୍ୟାଲେସ, ତାଜ ମହଲ, ଦ ଓବେରାଇ, ଦ ଲୋଧି, ଦ ଇମ୍ପାରିୟଲ, ଦ…

ଆସୁଛି ରାକ୍ଷୀ ପୂର୍ଣ୍ଣିମା : ବଜାରରେ ବଢୁଛି ରୁଦ୍ରାକ୍ଷ ରାକ୍ଷୀର ଚାହିଦା

ଭୁବନେଶ୍ବର: ଆସୁଛି ରାକ୍ଷୀ ପୂର୍ଣ୍ଣିମା  । ସ୍ନେହର ଡୋରିରେ ଭାଈର ହାତରେ ରାକ୍ଷୀ ବାନ୍ଧିବ ଉଭଣୀ । ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ରହିବ। ଆସନ୍ତା ୩୦ ତାରିଖରେ ପାଳିତ ହେବାକୁ ଯାଉଛି  ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ହାଟ,…

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଘଟଣା: ବଢିଲା ମହିଳା ଜେଲରଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

କଣ୍ଟାବାଞ୍ଜି: ସାମ୍ବାଦିକଙ୍କୁ ହତ୍ୟା ପାଇଁ କଣ୍ଟାବାଞ୍ଜି ଜେଲରଙ୍କ ଷଡଯନ୍ତ୍ର ଘଟଣା ।  ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଜେଲ୍ ଡିଆଇଜି । ଜେଲ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଅଧିକାରୀ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଥାନାରେ ମାମଲା ରୁଜୁ ପରେ ୱେବ ସାମ୍ବାଦିକ…

୧୨ ଦଫା ଦାବିରେ ୧୨ଘଣ୍ଟିଆ ଭୁବନ ବନ୍ଦ, ଗାଡି ଚଳଚଳ ଠପ୍

କାମାକ୍ଷାନଗର: ୧୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି  । କାମାକ୍ଷାନଗର ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ  ।  ପାନୀୟ ଜଳ , ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ବନ୍ଦ ପାଳନ…

ବୁଢାପଡା ସ୍କୁଲ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ: ୪ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଲମ୍ବିତ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୁଢାପଡା ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ  ।  ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି  । ଏହି ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଗତକାଲି ସ୍କୁଲ ପାଖ ଏକ ନାଳରେ ବୁଡି ଜଣେ ତୃତୀୟ ଶ୍ରେଣୀ ଛାତ୍ରର…

କବିତା : ଫେରିଆସିବୁ ଯଦି ଆ

ରତ୍ନମୟ ତ୍ରିପାଠୀ  ଫେରି ଆସିବୁ ଯଦି ଆ ଖୋଲା ରଖିଛି ଦୁଆର ପ୍ରେମିଳ ହୃଦୟ ଆଉ ବିସ୍ତିଣ୍ଣ ଆଶାର ଆକାଶ ସବୁକିଛି ଏବେ ତୋର ଦେଲି ତୋତେ ମୋର.. ପ୍ରିୟ ଫୁଲର ଅଗଣା ଏବେ ତୁ ଯାହା ଚାହୁଁ କର ଫୁଟା ତୁ ଗୋଲାପର ଫୁଲ ଅବା ଲଗା କୃଷ୍ଣଚୂଡ଼ା ଲଗାପଛେ କଣ୍ଟାର ବାଡ଼ ପ୍ରତିଶୃତି ଦେଲି…

ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ତୁରନ୍ତ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଏସପି

ପୁରୀ : ପୁରୀ ମେଡିକାଲ କଲେଜ ରାଗିଂ ଘଟଣାକୁ ନେଇ ବଢିଛି ଚର୍ଚ୍ଚା । ତେବେ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ…

ଭାଷା ଭାଗବତ : ତ୍ରୁଟିର ବିନାଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଭୁଲ୍‌ କରିଛିଁ ' ବୋଲି ଜାଣି ପାରିଲେ, ଶୀଘ୍ର ସେହି କ୍ଷଣି କରିପାରିଲେ ସଂଶୋଧନ ମିଳେନି ତ୍ରୁଟିର ଦର୍ଶନ ' ଆତ୍ମସମୀକ୍ଷା ' ନିରଂତର କରିବା ଯେଣୁ ଦରକାର ନାହିଁ ନିର୍ଦିଷ୍ଟ ବେଳ, କାଳ ହେବାକୁ ସକ୍ରିୟ, ସଚଳ ନିଜର…