Latest Odisha News

BREAKING NEWS

ଆଜି ପବିତ୍ର ନାଗ ପଞ୍ଚମୀ: ବର୍ଷକୁ ଥରେ ଖୋଲିଥାଏ ଏହି ମନ୍ଦିର, ଜାଣନ୍ତୁ ରହସ୍ୟ

ଉଜ୍ଜୈନ: ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ଅତ୍ୟନ୍ତ ପ୍ରିୟ ମାସ । ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ । ବିଶ୍ୱାସ…

ସିନସିନାଟି ମାଷ୍ଟର୍ସ ଟେନିସ: ଜିତିବା ପରେ ଟି ଶର୍ଟ ଚିରିଲେ ଜୋକୋଭିଜ, କାନ୍ଦିଲେ ଆଲକାରାଜ

ନୂଆଦିଲ୍ଲୀ:ସିନସିନାଟି ମାଷ୍ଟର୍ସ ଟେନିସ ଟାଇଟଲ ବିଶ୍ୱର ୨ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଜ ଜିତିଛନ୍ତି । ଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଆଲକାରାଜଙ୍କୁ ୫-୭, ୭-୬ ଓ ୭-୬ ସେଟରେ ପରାସ୍ତ କରିଥିଲେ । ଏଥିସହ ଜୋକୋଭିଚ ୱିମ୍ବେଲଡନ ଟେନିସ ପରାଜୟର ମଧୁର…

ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ଫିଟିଲା ବାଟ: ସରକାରଙ୍କୁ ପ୍ରଦାନ କରାଗଲା ଡିପିଆର

ରାଉରକେଲା: ଦୀର୍ଘ ଦିନରୁ ବିବାଦ ଘରରେ ଥିବା ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ବାଟ ଫିଟିଛି। ସର୍ଭେ ପରେ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରଦାନ କରାଯାଇଛି। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ ରାଜ୍ୟ…

ଏଆଇସିସି ଓଡ଼ିଶାକୁ ଫୋକସ କରୁନାହିଁ, ସିଡବ୍ଲ୍ୟସି ତାଲିକାକୁ ନେଇ ରାଜ୍ୟରେ ନେତାଙ୍କ ଅସନ୍ତୋଷ

ଭୁବନେଶ୍ୱର: କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡିଶାର ଦଳୀୟ ନେତାଙ୍କ ନାଁ ନାହିଁ। କେବଳ ଭକ୍ତ ଚରଣ ଦାସଙ୍କ ନାମ ରହିଛି ବିହାରର ପ୍ରଭାରୀ ଭାବେ। ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହି ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି।…

Gadar 2 Vs OMG 2: ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?

ମୁମ୍ବାଇ: ଗୋଟିଏ ଦିନରେ ରିଲିଜ୍ ହୋଇଥିଲା  'ଗଦର ୨' ଓ ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମଜି ୨' । କିନ୍ତୁ ସନ୍ନି ଦେଓଲଙ୍କ ଅଭିନୀତ ଗଦର ୨କୁ ନେଇ ସବୁଠି ଚର୍ଚ୍ଚା ଜୋର । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨' କୁ ନେଇ କ୍ରେଜ୍ ବଢୁଛି।  'ଗଦର ୨'ର କଲେକସନ୍ ମଧ୍ୟ ବେଶ…

ତେଜୁଛି ନାମ ବଦଳ ରାଜନୀତି: ନେହରୁଙ୍କ ପରେ ପଡ଼ିଲା ଅଟଳଙ୍କ ପାଳି

ପାଟନା: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେସେତେ ସରଗରମ ହୋଇ ପଡୁଛି ।  କେତେବେଳେ  ଦଳ ବଳଦ  ତ କେତେବେଳେ ନାମ ବଦଳ । କିଛି ଦିନ ତଳେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି…

ସନ୍ନି ଦେଓଲଙ୍କ ପାଇଁ ଆଶ୍ବସ୍ତି: ନିଲାମ ହେବନି ବଙ୍ଗଳା, ବ୍ୟାଙ୍କ ବଦଳାଇଲା ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲ  । ବର୍ତ୍ତମାନ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ଗଦର-୨କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ରୋଜଗାର କ୍ଷେତ୍ରରେ ବି ଏହି ଚଳଚ୍ଚିତ୍ର ବେଶ୍ ହଇଚଇ ସୃଷ୍ଟି କରିଛି  । କିନ୍ତୁ ଏହାରି ଭିତରେ ଏକ ଖରାପ ଖବର ସାମ୍ନାକୁ ଆସିଥିଲା । ବ୍ୟାଙ୍କ…

ମାଲିକାନା ବଦଳିବା ପରେ ଏନଡିଟିଭି ଖୋଲିଲା ପ୍ରଥମ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ, ଆଗକୁ ଏହି ସବୁ ରାଜ୍ୟରେ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଦ୍ବାରା ପରିଚାଳିତ ଏନଡି ଟିଭି ଆଜି ନିଜର ପ୍ରଥମ ଆଞ୍ଚଳିକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ଆରମ୍ଭ କରିଛି। ଏନଡିଟିଭି ମଧ୍ୟପ୍ରଦେଶ ଓ ଛତିଶଗଡ ନାମରେ ନାମିତ ହୋଇଛି ଏହି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ। ଏନଡିଟିଭି ମାଲିକାନା ହାତେଇବା ପୂର୍ବରୁ ଆଲୋଚନା ହେଉଥିଲା ଯେ…

ଅପହଞ୍ଚ ଇଲାକାରେ ଆଶାର କିରଣ ଆଶାଦିଦି, ଯାହାର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବଢିଲା ନଦୀର ସୁଅ

ରାୟଗଡା: ଅପହଞ୍ଚ ଇଲାକାରେ ଆଶାର କିରଣ ସାଜିଛନ୍ତି ଆଶା ଦିଦି ସଞ୍ଜିତା ନାଏକ । ବିପଦ ସଙ୍କୁଳ ଅବସ୍ତାରେ ନଦୀ ପାର ହୋଇ ଲୋକମାନଙ୍କୁ ସଚେତନ କରାଉଛନ୍ତି । ସଞ୍ଜିତାଙ୍କର ନିଜର ଘର ସଂସାର ଥିଲେ ମଧ୍ୟ ସେ ନିଜର କର୍ମକୁ ହିଁ ତାଙ୍କର ସଂସାର ଭାବନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ…

ସମ୍ବଲପୁର ଅଇଁଠାପାଲିରେ ଅଘଟଣ: ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି  । ବେକରେ ରଶି ଲଗାଇ ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  । ଟାଙ୍ଗରପାଲିରେ ଉଭୟ ମାଆ ଏବଂ ପୁଅ ରହୁଥିଲେ । କିନ୍ତୁ ଆଜି ସକାଳୁ…