Latest Odisha News

BREAKING NEWS

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅର୍ଥ ମନ୍ତ୍ରୀ; ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ସୀତାରମଣ

ପୁରୀ: ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାଲୁକା କଳା ବୁଲି ଦେଖିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ଅର୍ଥମନ୍ତ୍ରୀ। ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ…

କେପ ବର୍ଡେ ଉପକୂଳରେ ବୁଡିଲା ଜାହାଜ: ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

କେପ ବର୍ଡେ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ବର୍ଡେରେ ବଡ ଅଘଟଣ । କେପ ବର୍ଡେ ଉପକୂଳରେ ଏକ ପ୍ରବାସୀ ଜାହାଜ ସମୁଦ୍ରରେ ବୁଡି ଯିବାରୁ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏନେଇ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ ପକ୍ଷରୁ ସୂଚନା ମିଳିଛି । ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ(IOM)ର ସୂଚନା…

କେରଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଟେକାମାଡ: ଝରକା କାଚ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ, ୩ ଦିନରେ ତୃତୀୟ ଘଟଣା

ତିରୁଅନନ୍ତପୁରମ୍‌ : କେରଳରେ କାସରଗୋଡ଼-ତିରୁଅନନ୍ତପୁରମ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ କୁ ଟେକାମାଡ କରିଛନ୍ତି କିଛି ଦୁର୍ବୁତ୍ତ  । ୩ ଦିନରେ ଏହା ହେଉଛି ୩ୟ ଘଟଣା  । ଏହି ଟେକାମାଡ ଘଟଣାରେ ଟ୍ରେନର ଝରକା କାଚ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଳବାଇ ଅଧିକାରୀଙ୍କ ପକ୍ଷରୁ…

ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟ: ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା ସୂର୍ଯ୍ୟ ମନ୍ଦିର ଚକ୍ର

ୱାଶିଂଟନ: ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟର ଝଲକ । ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ଏକ ପ୍ରତିରୂପ ଉନ୍ମୋଚନ କରାଯାଇଛି । ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ଭାରତର ଷ୍ଟାର ସେଫ୍ ବିକାଶ ଖନ୍ନା ଏହି ବିଶାଳର ମୂର୍ତ୍ତିର ଉନ୍ମୋଚନ…

ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ରୁ ଟିଟିଲାଗଡ଼ ବନ୍ଦ ରହିଛି ଏବଂ ଏହି ବନ୍ଦକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ। ବନ୍ଦ ଯୋଗୁଁ…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ପୁରୀ: ଆଜି ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର…

ନଭେମ୍ୱର ୯ରୁ ଆନ୍ତର୍ଜାତିକ ମିଲେଟ ସମ୍ମିଳନୀ, ୧୦ ବର୍ଷ ପାଇଁ ପ୍ରସ୍ତୁତ ହେବ ପଲିସି ରୋଡମ୍ୟାପ୍

ଭୁବନେଶ୍ୱର: ଓଡ଼ିଶା ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି। ମାଣ୍ଡିଆ ଦିବସ ପାଳନ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ମିଲେଟର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ…

ସନ୍ତୁଷ୍ଟି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ । ତୃପ୍ତ ହୋଇଯିବାର ଅବସ୍ଥା ହିଁ ସନ୍ତୁଷ୍ଟି । ଖୁସି ଅଳ୍ପ ସମୟ ପାଇଁ ଦିଏ, ସନ୍ତୁଷ୍ଟି ସବୁଦିନ ପାଇଁ ଖୁସି ଆଣିଦିଏ । ହୃଦୟରେ ସନ୍ତୁଷ୍ଟି ସ୍ଥାପନ କଲେ ଶାନ୍ତି ଅନୁଭବ ହୁଏ । ଗୋଟିଏ…

ଅନୁବାଦ କବିତା : ପଟ୍ଟଭୂମି

ମୂଳ ବଙ୍ଗଳା: ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହ ଖୁବ୍ ସୁନ୍ଦର ଭାବେ ରକ୍ତାକ୍ତ ହୁଅ ତିକ୍ତତାରେ ଭାଙ୍ଗିପଡ଼ି ହୁଅ ଚୁରମାର କାନ୍ଦି କାନ୍ଦି ହୁଅ ଅବସନ୍ନ ତା'ନହେଲେ ତୁମେ କେବେବି ବୁଝିବ ନାହିଁ ବେଦନା କବିର । ଜନନୀ ଜନ୍ମ ଦେବାକୁ ନିଜକୁ ପ୍ରସ୍ତୁତ କଲାପରି ତୁମେ ଦାୟିତ୍ବ ନିଅ…

ଭାଷା ଭାଗବତ : ବସ୍ତୁ ବ୍ୟବହାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ କାଗଜ ନିର୍ମିତ ବସ୍ତୁ ଭାବରେ ବିବେଚିତ ହେବାରୁ ଥିଲେ ସୁଦ୍ଧା ରହି ପାରୁନି ସ୍ବଜ୍ଞାନ ବଢ଼ାଇ ଅଲୋଡ଼ା ହେବାରୁ ପନିକି କେମିତି ଲାଗିଛି କଳଂକି ଏହା ସଭିଏଁ ଦେଖି ଦେଖି ମାଜି ଓ ପୋଛି ଦେଉଛୁଁ କି ? କଥାରୁ…