ମଣିପୁରରେ ପୁଣି ଗଣଦୁଷ୍କର୍ମ ଅଭିଯାଗ: ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ବିକ୍ଷୋଭ
ଇମ୍ପାଲ: ବିଗତ ୩ ମାସ ହେଲା ମଣିପୁରରେ ହିଂସା ଥମୁନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଚୁରାଚାନ୍ଦପୁର ଜିଲ୍ଲାରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ମଣିପୁରର ପ୍ରାୟ ୫ଟି ଜିଲ୍ଲାରେ ଶହ ଶହ ମହିଳା…