Latest Odisha News

BREAKING NEWS

ଦିନ ହେଲେ ଲୁୁଚୁଛି, ରାତି ହେଲେ ବାହାରୁଛି; ଦନ୍ତା ହାତୀକୁ ନେଇ ରକାଳ ଗାଁରେ ଭୟ

ଢେଙ୍କାନାଳ: ରକଳା ଗାଁକୁ ହାତୀ ଆକ୍ରମଣ କରିବାର ଭୟ। ଗାଁ ନିକଟରେ ଥିବା ଏକ ବାଉଁଶ ବୁଦାମୂଳରେ ଏକ ଦନ୍ତାହାତୀ ଆଶ୍ରୟ ନେଇଛି। ଦିନ ବେଳା ଏହା ଲୁଚି ରହୁଥିବା ବେଳେ ସନ୍ଧ୍ୟା ହେଲେ ଏହା ବାହାରକୁ ବାହାରି ଆସୁଛି। ଯାହା ଗ୍ରାମବାସୀଙ୍କୁ ଆତଙ୍କିତ କରିଦେଇଛି। ଏମାନେ ଏତେ ଭୟଭୀତ ହୋଇପଡିଛନ୍ତି…

୧୩ ବର୍ଷର ଉଦୀୟମାନ ମୋଟର ସାଇକେଲ ରେସଲରଙ୍କ ଦୁର୍ଘଟଣାରେ ପରଲୋକ

ମାଡ୍ରାସ: କୋପ୍ପାରାମ ଶ୍ରେୟାଶ ହରୀଶ ନାମକ ଏକ ୧୩ ବର୍ଷୀୟ ଉଦୀୟମାନ ମୋଟର ସାଇକେଲ ରେସରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଖବର ପ୍ରସାରିତ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଜାତୀୟ ମୋଟର ସାଇକେଲିଂ ରେସିଂ ଚାମ୍ପିୟନଶିପରେ ସେ…

ହୀରାକୁଦର ଖୋଲିଲା ଆଉ ୮ଟି ଗେଟ୍, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ଶନିବାର ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୮ଟି ଗେଟ୍ ଖୋଲଛନ୍ତି । ହୀରାକୁଦର ଉପର ମୁଣ୍ଡ ଛତିଶଗଡ଼଼ରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ଫଳରେ ଏବେ ହୀରାକୁଦର ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଆଜି ସକାଳେ ୫ଟି ଗେଟ୍ ଖୋଲା…

୪୬ ବର୍ଷ ସାନ ଯୁବକଙ୍କୁ ବିବାହ କଲେ ୮୩ ବର୍ଷୀୟା ବୃଦ୍ଧା, ଜେଜେମା-ନାତି ଯୋଡି ଭାବେ ବେଶ୍ ପରିଚିତ

ବ୍ରିଟେନ୍‌: କୁହାଯାଏ ପ୍ରେମ ଅନ୍ଧ, କାରଣ ପ୍ରେମରେ ଯିଏ ପଡ଼େ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ରଙ୍ଗ, ଏବଂ ଲିଙ୍ଗ ମଧ୍ୟ ଦେଖନ୍ତି ନାହିଁ । କିନ୍ତୁ ବିଟ୍ରେନର ଏମିତି ଜଣେ ବୃଦ୍ଧା ପ୍ରେମରେ ଏତେ ଅନ୍ଧ ଯେ, ନାତି ବୟସର ପୁଅକୁ ଅର୍ଥାତ୍ ତାଙ୍କଠାରୁ ୪୬ ବର୍ଷ ସାନ ଜଣେ ଯୁବକଙ୍କୁ ଭଲ ପାଆନ୍ତି…

ମାତିଲେଣି ମମତା, ହେବେ ଇଣ୍ଡିଆର ପିଏମ ଚେହେରା!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଆଗାମୀ ନିର୍ବାଚନ ପୂର୍ବରୁ ବଡ଼ ବାତାବରଣ ତିଆରି କରିବା ଆରମ୍ଭ କରିଛି। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ ଇଣ୍ଡିଆ ମେଣ୍ଟକୁ ଜୋରଦାର ସମାଲୋଚନା କରାଯାଉଥିବାରୁ ବିରୋଧୀ ଆହୁରି ଆଗ୍ରେସିଭ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ…

ରୁଟ୍ ବଦଳାଉଛନ୍ତି ରାହୁଲ, ଚୁପ୍ ରହିବେ, ଖେଳ କରିବେ

ଭୁବନେଶ୍ୱର: ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଏବେ ତାଙ୍କ ସଦସ୍ୟତା ଫେରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ସହ କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇବା ପାଇଁ ଅନୁରୋଧ କରାଯାଇଛି।…

ପବଜୀ ଗେମର ନିଶା: ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ବସି ରହିଥିଲା ଯୁବକ

ଝାଂସୀ: ପବଜୀ ଗେମର ନିଶା ଏବେ ଯୁବ ପିଢ଼ୀ ପାଇଁ ମାରାତ୍ମକ ହେବା ସାଜିଛି । ଝାଂସୀରେ ଅଙ୍କିତ ନାମକ ଜଣେ ୨୬ ବର୍ଷର ଯୁବକ ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ଘରେ ବସି ରହିଥିଲା । ପୋଲିସ ଯେତେବେଳେ ପଂହଚିଲେ ସେ ହସି କରି କହିଥିଲା, ହଁ ମୁଁ ମାରିଛି । ଅଙ୍କିତଙ୍କ ବାପା ସରକାରୀ…

୪୯ ବର୍ଷରେ କାଜୋଲ, ଧୁମ୍‌ଧାମ୍‌ରେ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ଶନିବାର ୪୯ ବର୍ଷରେ ପାଦ ଦେଇଛନ୍ତି । ଏହି ଖାସ ଦିନକୁ ସେ ତାଙ୍କ ପରିବାର ସହ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କର ବନ୍ଧୁ, ସମ୍ପର୍କୀୟ ଏବଂ ପରିବାରଲୋକ ସାମିଲ ହୋଇଥିଲେ । ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି…

ପାପାରାଜିଙ୍କୁ ଦେଖି ଡରିଗଲେ ଜାହ୍ନବୀ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ବବାଲ’ କୁ ନେଇ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଜାହ୍ନବୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ…

ବନେଟ୍‌ରେ ବସି ରିଲ୍‌ସ କରିବା ମହଙ୍ଗା ପଡ଼ିଲା; ପୋଲିସ ଜରିମାନା ଆଦାୟ କରିବା ସହ ଜବତ କଲା ଗାଡ଼ି

ପଞ୍ଜାବ: ସୋସିଆଲ ମିଡିଆର ଏହି ଯୁଗରେ ଲୋକମାନେ ଶୀଘ୍ର ପ୍ରସିଦ୍ଧି ଲାଭ କରିବା ପାଇଁ ଏପରି କାରନାମା କରନ୍ତି ଯେ, ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ଲୋକମାନେ ନିଜର ନିରାପତ୍ତାକୁ ଭୁଲି ଯାଆନ୍ତି । ସେମାନେ ଅନ୍ୟମାନଙ୍କ ସୁରକ୍ଷା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏପରି…