ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା(୩)
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଘଟିଥିବା ଅଘଟଣ ବିଷୟରେ ଆଲୋଚନା ବେଳେ ଆମେ ଆଲୋଚନା କରୁଥିଲେ ୧୮୭୫ ମସିହା କଥା, ଯେତେବେଳେ ଗର୍ଭଗୃହର ୪୦ ଫୁଟ ଉଚ୍ଚତା ରୁ…