Latest Odisha News

BREAKING NEWS

ମଝି ଆକାଶରେ ଉଡିଗଲା ବିମାନ କବାଟ, ଜରୁରୀ ଅବତରଣ କଲା ଅଲାସ୍କା ଏୟାରଲାଇନ୍ସ

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ିଗଲା ବିମାନର ମୁଖ୍ୟ କବାଟ । ଅଳ୍ପକେ ବର୍ତ୍ତିଗଲେ ସମସ୍ତ ଯାତ୍ରୀ । ଉଡ଼ିବାର ମାତ୍ର କିଛି ସମୟ ପରେ ଜରୁରୀକାଳିନ ଲ୍ଯାଣ୍ଡିଂ କଲା ବିମାନ । ଏଭଳି ଘଟଣା ଘଟିଛି ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନରେ । ପୋର୍ଟଲାଣ୍ଡରୁ ଓଣ୍ଟାରିଓ ଯାଉଥିଲା…

ସ୍ମାର୍ଟଫୋନ୍ ଅଭ୍ୟାସ ଛଡ଼ାଇବାକୁ ମହିଳା ଘରେ ଆଣିଲେ ଏମିତି ନିୟମ, ଏଗ୍ରିମେଣ୍ଟ ପେପର୍ ହେଉଛି ଭାଇରାଲ୍ 

ନୂଆଦିଲ୍ଲୀ; ସ୍ମାର୍ଟଫୋନ୍ ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ ଫୋନକୁ ନିଜ ହାତରେ ରଖିବାକୁ ପସନ୍ଦ କରିଥାନ୍ତି।  ପରିବାରର ସଦସ୍ୟଙ୍କର ଏହି ସ୍ମାର୍ଟଫୋନ୍ ଅଭ୍ୟାସକୁ ଛଡ଼ାଇବା…

କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW

ଭୁବନେଶ୍ଵର: କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ବାନ୍ଧିଲା EOW । ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା । ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ…

ହାଇଟେକ ଦୁର୍ଘଟଣା: ରବିବାର ଡିଏନଏ ଟେଷ୍ଟ ପରେ ସ୍ପଷ୍ଟ ହେବ ଜ୍ୟୋତି ଓ ଦିଲୀପ ମଧ୍ୟରେ ଦ୍ବନ୍ଦ୍ବ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଦିଲୀପ ଏବଂ ଜ୍ୟୋତି ମଧ୍ୟରେ ଥିବା ଦ୍ବନ୍ଦକୁ ଦୂୂର କରିବାକୁ ରବିବାର ହେବ ଡିଏନଏ ପରୀକ୍ଷା। ଉଭୟ ମୃତ୍ୟୁ ବରଣ କରିସାରିଛନ୍ତି କିନ୍ତୁ ଶରୀରର ଅନେକ ଅଂଶ ପୋଡ଼ି ହୋଇଯାଇଥିବାରୁ ଶବ ଚିହ୍ନଟ କରିବା କାଠିକର ହୋଇପଡ଼ିଛି।…

ଜାନୁଆରୀ ମାସ ଛୁଟି ଦିନରେ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ବର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଲୋକ । ଆସନ୍ତାକାଲି ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ। ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି…

ବ୍ରାଉନସୁଗାର କାରବାରବେଳେ ମାଡିବସିଲା ପୋଲିସ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଥମୁନି ଧଳା ଜହର କାରବାର । ଆଜି ବ୍ରାଉନ ସୁଗାର କାରବାର ବେଳେ ଦୁଇ ଜଣଙ୍କୁ କାବୁ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଧଉଳି ଥାନା ଅନ୍ତର୍ଗତ କାଳପଡା ଗାଁ ର ବିଶ୍ବରଞ୍ଜନ ସାହୁ ଓରଫ ଆଲୋକ(୨୬) ଅନ୍ୟ ଜଣକ ଯାଜପୁର ଜିଲ୍ଲା କଟିଆ ଗାଁ ର ତ୍ରିଲୋଚନ…

ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର

ଭୁବନେଶ୍ୱର: ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ୪ ବର୍ଷର ବାଳକ ଗୁରୁତର ହୋଇପଡ଼ିଛି। ରାୟଗଡା ଜିଲ୍ଲା କୋଲନେରା ବ୍ଲକ ବେଲକଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏବେ ଗୁରୁତର ଜଣଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଆହତ…

ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା: ଟ୍ରେନ ପରେ ପୋଲିଂ ବୁଥ୍ ଓ ସ୍କୁଲ ବସ୍ ଜାଳିଦଲେ ଦୁର୍ବୃତ୍ତ

ଢାକା: ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା ।ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିଂସା ଦେଖିବାକୁ ମିଳିଛି । ଗତକାଲି ଟ୍ରେନ୍ ଜାଳିବା ପରେ ଆଜି ପୋଲିଂ ବୁଥ ଏବଂ ସ୍କୁଲ ବସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ସାଧାରଣ ନିର୍ବାଚନ ପୂର୍ବରୁ ୪ ଟି ପୋଲିଂ ବୁଥ ଏବଂ ୫ଟି ପ୍ରାଥମିକ…

ରିଲିଜ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରାର ଲୋଗୋ

ନୂଆଦିଲ୍ଲୀ: ଜାନୁଆରି ୧୪ ତାରିଖରେ ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ରାହୁଲ ଗାନ୍ଧୀଙ୍କ ଏହି ‘ଭାରତ ନ୍ୟାୟ ଯାତ୍ରା’ ଜାନୁଆରି ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଏହାରି ଭିତରେ ଆଜି…

ଶୀତଦିନେ ମହିଳାମାନେ ନିଶ୍ଚିତ ଖାଆନ୍ତୁ ରାଶି, ଏଥିରେ ରହିଛି ଅନେକ ଉପକାରୀ ଗୁଣ

ଭୁବନେଶ୍ଵର; ରାଶି ଆମ ଶରୀର ପାଇଁ ବହୁତ ଲାଭଦାୟକ। ରାଶିକୁ ସାଧାରଣତଃ ଶୀତଦିନେ ହିଁ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ଏହି ଦିନ ମାନଙ୍କରେ ଘରେ ରାଶିରେ ଲଡୁ ଓ ଉପମା ପ୍ରସ୍ତୁତ କରାଯାଇଥାଏ।  ବିଶେଷଜ୍ଞଙ୍କ କହିବା ଅନୁସାରେ ରାଶିରେ କ୍ୟାଲସିୟମ, ଆଇରନ୍, ପୋଟାସିୟମ, ପ୍ରୋଟିନ୍,…