Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବାଶ୍ଚର୍ଯ୍ୟ ବିଗ୍ରହ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ କେବଳ ସମନ୍ୱୟର ବିଗ୍ରହ ନୁହନ୍ତି । ସେ ସମନ୍ୱୟର ଅଥଳ ସାଗର, ମତ, ପଥ, ଧର୍ମ, ଧାରଣା, ସିଦ୍ଧାନ୍ତ, ସଂସ୍କୃତି, ସମ୍ପ୍ରଦାୟ, ଇତ୍ୟାଦି ସମସ୍ତ ଧାରା ସେ ସାଗରରେ ଲୀନ…

ଲୋକଙ୍କ ଆଗରେ ମହିଳା ପୋଲିସଙ୍କୁ କିସ୍ କଲେ ଯୁବକ, ଭିଡିଓ ଭାଇରାଲ

ଲୋକଙ୍କ ଆଗରେ ମହିଳା ପୋଲିସ ଅଧିକାରୀଙ୍କୁ କିସ୍ କଲେ ଯୁବକ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ଭିଡିଓରେ…

ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଇଲେ ପ୍ରେମିକ

ଆଜିକାଲି ସୋସିଆଲ ମିିଡ଼ିଆରେ ପ୍ରତ୍ୟେକ ଦିନ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଅନେକ ଭିଡ଼ିଓକୁ ଦେଖି ଲୋକେ ଚକିତ ହୋଇପଡ଼ନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଉ କଣ ସବୁ ଆଖି ଦେଖିବାକୁ ପାଇବ ବୋଲି ମତ ଦେଇଛନ୍ତି ।…

୨ ହଜାର ପେଟ୍ରୋଲ ପମ୍ପରୁ ତେଲ ଶେଷ: ଲୋକଙ୍କ ଲମ୍ବା ଧାଡ଼ି

ନୂଆଦିଲ୍ଲୀ : ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ । ଏହାର ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଭାରତର ପ୍ରାୟ ଦୁଇ ହଜାର ପେଟ୍ରୋଲ ପମ୍ପରୁ ଇନ୍ଧନ ସରିଯାଇଛି । ପେଟ୍ରୋଲିୟମ ଶିଳ୍ପ ସହ ଜଡିତ ଅଧିକାରୀମାନେ କହିଛନ୍ତି ଟ୍ରକ ଡ୍ରାଇଭରଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି…

ଅଜବ ବିବାହ: ଛୋଟବେଳେ ପାଳିଥିବା ଝିଅକୁ ବିବାହ କଲେ ଯୁବକ

ନୂଆଦିଲ୍ଲୀ: ଅନେକ ବୟସ ଅନ୍ତର ଥାଇ ଲୋକେ ବିବାହ କରୁଥିବା କିଛି ନୂଆ କଥା ନୁହେଁ । ହେଲେ ନିକଟରେ ଏମିତି ଏକ ଅଜବ ବିବାହ ଦେଖିବାକୁ ମିଳିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୪୪ ବର୍ଷୀୟ ଯୁବକ ଛୋଟବେଳୁ ପାଳି ଆସୁଥିବା ଜଣେ ଝିଅକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।…

ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ

ପାଲିକିର: ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ । ଏହା ଚୁଉକ ଦ୍ୱୀପର ପାଣି ତଳେ ଥିବା ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ମଣିଷ କଙ୍କାଳ, ଜାହାଜରେ ଲଦା ହୋଇଥିବା ଜିନିଷ ଏବଂ ଅନ୍ୟ…

ମହିଳା କର୍ମଚାରୀଙ୍କ ପାଇଁ ବଦଳିଲା ପେନସନ ନିୟମ, ପିଲା ପାଇବେ ପେନସନ

ନୂଆଦିଲ୍ଲୀ: ଏଣିକି ବିବାହ ବିବାଦ ସହ ଜଡିତ ମାମଲାରେ ମହିଳା କର୍ମଚାରୀ ସ୍ୱାମୀଙ୍କ ବଦଳରେ ନିଜ ପିଲାଙ୍କୁ ଫ୍ୟାମିଲି ପେନସନ ପାଇଁ ନୋମିନେଟ କରିପାରିବେ । ମହିଳା ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । କେନ୍ଦ୍ରୀୟ ସିଭିଲ ସେବା ନିୟମ…

ସକାଳେ ମନ୍ତ୍ରୀ କହିଲେ ‘ନା’, ରାତିରେ ମନ୍ତ୍ରାଳୟର ଖାରଜ: ଦୋଷ ଲଦିଲେ ରାଜ୍ୟ ଉପରେ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବି ନେଇ ମଙ୍ଗଳବାର ସକାଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦେଇଥିବା ବୟାନକୁ ରାତିରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। କେନ୍ଦ୍ର ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ…

ଆବାସିକ ଭାବେ ପଞ୍ଜିକୃତ ଘର ବ୍ୟବସାୟିକ ବ୍ୟବହାର ହେଉଥିଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଘରୋଇ ସମ୍ପତ୍ତିକୁ ବାଣିଜ୍ୟିକ ଭାବେ ବ୍ୟବହାର କରାଯାଉଛି। ଏହାକୁ ନେଇ ଗମ୍ଭୀର ହୋଇଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ଏପରି ନକରିବାକୁ ବା କଟକଣା ଲଗାଇବକୁ ବିଏମସି ନିଷ୍ପତ୍ତି ନେଇଛି। ବିଏମସି ବିଶେଷ କରି ଏବେ ଘର ମାଲିକଙ୍କୁ ଟାର୍ଗେଟ କରିବ, ଯେଉଁମାନେ ସେମାନଙ୍କ…

କ’ଣ ଏହି ସିକେଲ ସେଲ୍ ରୋଗ, ଯାହା ସାରା ଦେଶରୁ ଓଡ଼ିଶାର ୨୦ଟି ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତ ୨୦୪୭ ସୁଦ୍ଧା ସିକେଲ ସେଲ୍ (ରକ୍ତ ଶିକୁଳି) ରୋଗକୁ ଦୂର କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନ୍ୟାସନାଲ ସିକଲ୍ ସେଲ୍ ଆନିମିଆ ଏଲିମିନେସନ ମିଶନ ନାମରେ ପରିଚିତ ଏହି…