ପ୍ରେମିକାଙ୍କ ସହ ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ହ୍ରିତିକ : ରୋମାଣ୍ଟିକ୍ ଫଟୋ ସେୟାର କଲେ ସବା
ମୁମ୍ବାଇ: ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ଅଭିନେତା ହ୍ରିତିକ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦ । ଉଭୟ ଆର୍ଜେଣ୍ଟିିନାର ବୁଏନ୍ସ ଆୟରିସରେ ସମୟ ବିତାଉଛନ୍ତି । ଏହି ସମୟର କିଛି ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ନିଜେ ସବା । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍…