Latest Odisha News

BREAKING NEWS

ମୟୂରଭଞ୍ଜ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5-T ଅଧ୍ୟକ୍ଷ

ବାରିପଦା: 5-T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ କଥାହୋଇଛନ୍ତି । ଏହାସହ ବାରିପଦା ଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ…

ଟିଏମସି ସାଂସଦଙ୍କ ମିମିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ; ନାଁ ନ ନେଇ ରାହୁଲଙ୍କୁ ଟାର୍ଗେଟ କଲେ

ନୂଆଦିଲ୍ଲୀ:ଦିନକୁ ଦିନ ବିବାଦୀୟ ମୋଡ ନେଉଛି ସଂସଦର ସୁରକ୍ଷା ପ୍ରସଙ୍ଗ । ଗୃହରେ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କାରଣକୁ ନେଇ ଗତକାଲି ସଂସଦରୁ ୭୮ ସାଂସଦ ନିଲମ୍ବିତ ହେବା ପରେ ପୁଣି ନିଲମ୍ବିତ ହୋଇଥିଲେ ୪୯ ଜଣ । ଚଳିତବର୍ଷ ଶୀତକାଳିନ ଅଧିବେଶରୁ ସର୍ବାଧିକ ସାଂସଦଙ୍କୁ ନିଲମ୍ବିତ କରାଗଲାଣି ।…

ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ରଘୁବର ଦାସ । ଚଳିତ ମାସ ପ୍ରଥମ ସପ୍ତାହରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ରାଜ୍ୟପାଳ ଆଉ ଏହାର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି…

ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ, ଜମି ଚିହ୍ନଟ ପାଇଁ ନେଉଥିଲେ ଲାଞ୍ଚ

କୋରାପୁଟ: ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଆଜି ମାଡ଼ିବସିଲା ଜୟପୁର ଭିଜିଲାନ୍ସ ଟିମ୍ । ସୂଚନା ମୁତାବକ, କୋରାପୁଟ ଜିଲ୍ଲା ଲମତାପୁଟରେ ଜମି ଚିହ୍ନଟ ପାଇଁ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ବିଗିଡିଲା ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ତନୁଜା  । ସେ ହେଉଛନ୍ତି ବଲିଓଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ମା’  । ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୁମ୍ବାଇ ଜୁହୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।…

ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା: ସବୁଠାରୁ ମହଙ୍ଗା ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ:ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା । ନିଲାମ ହେଲେ ଆଇପିଏଲ ଖେଳାଳୀ । ଦୁବାଇରେ କୋଟି କୋଟି ଟଙ୍କାରେ ଖେଳାଳିଙ୍କର ଆଜି ନିଲାମ ହୋଇଛି । ଏହି ମିନି ଅକ୍ସନରେ ୩୩୨ ଖେଳାଳିଙ୍କ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିରେ ୨୧୬ ଜଣ ଭାରତୀୟ ଏବଂ ୧୧୬ ଜଣ ବିଦେଶୀ ଖେଳାଳି ଅଛନ୍ତି ।ଏହି ୩୩୨…

ରାସ୍ତା ନିର୍ମାଣ ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରାସ୍ତା ନିର୍ମାଣ ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଗଙ୍ଗୁଆ ବ୍ରିଜ୍ ଠାରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି କରି ସାମନ୍ତରାପୁର ଛକରେ କଂଗ୍ରେସ ଆଜି ବିକ୍ଷୋଭ ସହ ନାରାବାଜି ପ୍ରଦର୍ଶନ କରିଥିଲା । ଫଳରେ କିଛି ସମୟ ଧରି କଳ୍ପନା ରୁ ପୁରୀ ବାଇପାସ୍…

ରଗଡି ଜେଲରେ ଏସଟିଏଫ ଟିମ: ପାଞ୍ଚ ଦିନଆ ରିମାଣ୍ଡରେ ଗଲା ବୁଖାରୀ

ଯାଜପୁର: ଯାଜପୁର ଜିଲ୍ଲା ରଗଡି ଜେଲରେ ପହଁଚିଲା ଏସଟିଏଫ ଟିମ ।  ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ପାଞ୍ଚ ଦିନ ପାଇଁ ନେଲା ରିମାଣ୍ଡରେ ନେଲା ଏସଟିଏଫ ।  ଧର୍ମଶାଳା ଥାନା ନେଉଳୁପୁର ସ୍ଥିତ ମିଲତନଗରରୁ ଏସଟିଏଫ ଟିମ ସନ୍ଦିଗ୍ଧ  କାଶ୍ମିରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ଗିରଫ କରିବା ପରେ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ମେଳାର ଚତୁର୍ଥ ସନ୍ଧ୍ୟାରେ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବୟନିକାର ପରିଚାଳକ ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଏବଂ…

ଟପ୍ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷରେ କିଙ୍ଗଖାନ୍

ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍‌ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଛି । ଏହାରି ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍‌ ଖାନ୍‌ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ…