ସମ୍ପୂର୍ଣ୍ଣ ସୁସ୍ଥ ଅଛି ଜଗା, ସ୍କୁଲ ଯିବ କହିଲେ ଏମ୍ସ ପ୍ରଫେସର ଦୀପକ ଗୁପ୍ତା
ଫୁଲବାଣୀ: ଦିଲ୍ଲୀ ଏମ୍ସ ନ୍ୟୁରୋସର୍ଜନ୍ ପ୍ରଫେସର ଦୀପକ ଗୁପ୍ତା ଗତକାଲି (ଶନିବାର) ଫୁଲବାଣୀ ଗସ୍ତରେ ଆସି ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏଳ୍ପ ଦିନ ପରେ ଜଗା ମୁଣ୍ଡ ରେ ହେବ ଦ୍ବିତୀୟ ଅପରେସନ । ଏଥିପାଇଁ…