Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌ । ସେ ହରିୟାଣାର ଜଣେ ଶିକ୍ଷୟତ୍ରୀଙ୍କୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ବହୁ କଳାକାରଙ୍କ ସମେତ, ନିର୍ମାତା,ନିର୍ଦ୍ଦେଶକ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ସାମିଲ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀଙ୍କ ସମେତ ୩ ଜଣଙ୍କ ଜାମିନ ବିହୀନ ଗିରଫ ପରୱାନା ଜାରି

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ACF ମୃତ୍ୟୁ ଘଟଣା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପୂର୍ବତନ ଡିଏଫଓ ଏବଂ ରୋଷୟାଙ୍କ ନାଁରେ  ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି କରାଯାଇଛି…

ଅସ୍ତ୍ରୋପଚାର କରି ବନିଗଲେ ବାର୍ବି ଡ଼ଲ, ଏବେ ପରିଣତି ଭୋଗୁଛନ୍ତି

ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ସଉକ୍ ଭିନ୍ନ ଭିନ୍ନ । ଅଧିକାଂଶ ଲୋକ ନିଜ ସଉକ ପୂରଣ କରିବାକୁ ସବୁ କିଛି କରିବାକୁ ପ୍ରସ୍ତୁତ । ଚୀନ୍‌ର ଜଣେ ଯୁବତୀ ନିଜକୁ ବାର୍ବି ଡ଼ଲ ପରି ଚେହେରା କରିବାକୁ ଯାଇ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର କରିଛନ୍ତି, ଯାହାର ପରିଣତି ଏବେ ସେ ଭୋଗୁଛନ୍ତି ।…

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଏକାଧିକ ଦୁର୍ଘଟଣା: ୧୬ ଆହତ

ଭୁବନେଶ୍ୱର:ସୁନାବେଶ ଦେଖିବାକୁ ଯାଉଥିବାବେଳେ ପୁରୀ-ଭୁବନେଶ୍ୱର ରାସ୍ତାରେ ଏକାଧିକ ଦୁର୍ଘଟଣା । ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁରୀ ସହରରେ ଠୁଳ ହାେଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ । ହେଲେ ଜାତୀୟ ରାଜପଥ ଉପରେ କାହାର ନଜର ନାହିଁ । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବା ପାଇଁ…

ରାମଚରଣ ଧୁମ୍‌ଧାମ୍‌ରେ ପାଳିଲେ ଝିଅର ନାମକରଣ ସମାରୋହ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ବାପା ହୋଇଛନ୍ତି । ଜୁନ୍ ୨୦ ତାରିଖରେ ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ହାଇଦ୍ରାବାଦର ଏକ ଘରୋଇ ହସପଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହା ହେଉଛି ସେମାନଙ୍କର ପ୍ରଥମ ସନ୍ତାନ । ଏନେଇ ଉଭୟଙ୍କ ଘରେ ଖୁସିର ଲହରି…

ଯୁବକଙ୍କୁ ମାଡ଼ ମାରି ରାଜଧାନୀରୁ ବନ୍ଧା ହେଲେ ‘ନକଲି ପୋଲିସ ଅଧିକାରୀ’

ଭୁବନେଶ୍ୱର: ନିଜକୁ ଥାନା ଅଧିକାରୀ ପରିଚୟ ଦେଇ ଯୁବକଙ୍କୁ ମାଡ଼ ମାରୁଥିବା ଜଣେ ନକଲି ପୋଲିସକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶୁକ୍ରବାର ପୋଲିସରେ ଏନେଇ ଅଭିଯୋଗ ପରେ ନକଲି ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଭୂୟାଁଙ୍କ ହାତରେ ହାତକଡ଼ି ପକାଇଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମି…

ଟ୍ୱିଟରକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ଦେବାକୁ ପଡ଼ିବ ୫୦ଲକ୍ଷ ଜରିମାନା

କର୍ଣ୍ଣାଟକ : ଟ୍ୱିଟରକୁ ହାଇକୋର୍ଟଙ୍କ ବଡ଼ ଝଟକା । ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ । ଏବେ ଟ୍ୱିଟରକୁ ଦେବାକୁ ୫୦ଲକ୍ଷ ଟଙ୍କା ଜରିମାନା । ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲା ଟ୍ୱିଟର । ଯେଉଁଥିରେ ଇଲେକ୍ଟ୍ରୋନିକ ଓ…

ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ହେଲେ ଅଭୟ ପ୍ରସାଦ ହୋତା

ନୂଆଦିଲ୍ଲୀ:ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଅଭୟ ପ୍ରସାଦ ହୋତା । ତାଙ୍କ ନିଯୁକ୍ତିଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁମୋଦନ କରିଛନ୍ତି । ସେ ୨୦୨୩ ଜୁନ ୨୯ ତାରିଖରୁ ୨୦୨୬ ଜାନୁଆାରୀ ୧୪ ଯାଏ ଏହି ପଦବୀରେ ରହିବେ । ସେ ୨୦୧୮ ଜାନୁଆାରୀ…

ନୂଆ ପ୍ରଜାତିର ବେଙ୍ଗ ଠାବ: ଯାହା ଦେଖିବାକୁ ପୁରା ହଳଦିଆ

ଛତିଶଗଡ଼: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ଛତିଶଗଡ଼ରେ ନୂଆ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛି, ଯାହା ଦେଖିବାକୁ ପୁରା ହଳଦିଆ । ଏତେ ପରିମାଣର ଏହି ନୂଆ ପ୍ରଜାତିର ବେଙ୍ଗକୁ…

ଇସ୍ତଫା ଦେବାକୁ ଯାଉଥିଲେ ମୁଖ୍ୟମନ୍ତ୍ରୀ, ସମର୍ଥକଙ୍କ ପ୍ରଦର୍ଶନ ଦେଖି ବଦଳାଇଲେ ନିଷ୍ପତ୍ତି

ଇମ୍ଫାଲ୍: ଲଗାତାର ୨ ମାସ ଧରି ମଣିପୁର ଜଳୁଛି । ଏହାରି ଭିତରେ ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଆଉ ଚର୍ଚ୍ଚା ଭିତରେ ଏନ୍, ବୀରେନଙ୍କ ସମର୍ଥକ ପ୍ରତିବାଦ ଆରମ୍ଭ କରିଥିଲେ । ରାସ୍ତାକୁ ଓହ୍ଲାଇବା ସହ ରାଜଭବନ ଆଗରେ…