ଭାଷା ଭାଗବତ : ମତର ମହତ୍ତ୍ବ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମତ ତ ମତ ହୋଇ ରହେ
କାଳେ ତା ସତେ ସତ ହୁଏ
ମତ ତ ବୌଦ୍ଧିକ ବିଚାର
ସଦା ହୁଏନି କାର୍ଯକର
କାର୍ଯ ଯୋଗୁଁ ହିଁ ଚଳେ ବିଶ୍ବ
କାର୍ଯ ନ କଲେ ସର୍ବେ ନିଃସ୍ବ
ଏହି ନିୟମ ସ୍ବାଭାବିକ
କେ ନୁହେ ବିଶ୍ବର ନାୟକ
ମତ, ମଂତବ୍ୟ ଓ ବିବୃତି…