ରଣଜୀ ଟ୍ରଫି: ବ୍ୟାଟିଂ ପରେ ଭଲ ବୋଲିଂ ପ୍ରଦର୍ଶନ ସହାୟତାରେ ଦୃଢ଼ ସ୍ଥିତିରେ ଓଡିଶା
ଭୁବନେଶ୍ୱର: ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଏବଂ ପରେ ଭଲ ବୋଲିଂ ପ୍ରଦର୍ଶନ ସହାୟତାରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି । ଗ୍ରୁପ ଡିର ଏକ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ମଧ୍ୟପ୍ରଦେଶ ୬ ୱିକେଟ ହରାଇ ୨୪୬ ରନ କରିଛି । ହର୍ଷ ଗୱାଲୀ ୧୩୭ ରନ କରି…