Latest Odisha News

BREAKING NEWS

ଦିଶା ବୈଠକରେ ୫ଟିକୁ ବିରୋଧ: ଅଧାରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ

ନବରଙ୍ଗପୁର: ଦିଶା ବୈଠକରେ ଶାସକ ଓ ବିରୋଧି ତୁ ତୁ ମେଁ ମେଁ । ବୈଠକ ମଝିରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଗତକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ…

ଏକାଡେମୀ ପୁରସ୍କାର ସଦସ୍ୟ ତାଲିକାରେ ନାହିଁ ରାଜାମୌଲୀଙ୍କ ନାଁ, ଫ୍ୟାନ୍ସ ହେଲେ ନିରାଶ

ମୁମ୍ବାଇ: ଦକ୍ଷିଣରୁ ଆରମ୍ଭ କରି ହଲିଉଡ଼ ଯାଏ ସବୁଠି ନିଜର ଚଳଚ୍ଚିତ୍ର ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲୀ। ଆଜି ବିଶ୍ୱର ଶୀର୍ଷ ନିର୍ଦ୍ଦେଶକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ସେ। ରାଜାମୌଲୀଙ୍କ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ (RRR) ଏବଂ ବାହୁବଲୀ…

ମାଫିଆ ଅତିକ କବଜାରେ ଥିବା ଜମିରେ ଘର କରି ଗରିବଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ୭୬ଟି ଫ୍ଲାଟର ଚାବି  ଦାବିଦାରମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବତନ ସାଂସଦ ତଥା ମାଫିଆ ଡନ ସ୍ୱର୍ଗତ ଅତିକ ଅହମ୍ମଦ କବ୍ଜାରେ ଥିବା ସମ୍ପତ୍ତିକୁ ଜବତ କରି ମୁଖ୍ୟମନ୍ତ୍ରୀ…

ଆସନ୍ତା ୩ରୁ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭିଜିବ ଓଡ଼ିଶା । ଜୁଲାଇ ୩ରୁ ହେବ ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୁଲାଇ ୩ ଓ ୪ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର,…

ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବେ ସି ଜିନ୍‌ପିଙ୍ଗ, ଭିସି ଜରିଆରେ ଦେବେ ଭାଷଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଯୋଗଦେବେ। ଏକ ସରକାରୀ ବିବୃତ୍ତି…

ଯୁବ ସ୍ନୁକର ଖେଳାଳି ମାଜିଦ ଅଲିଙ୍କ ଆତ୍ମହତ୍ୟା: ଖେଳ ଦୁନିଆ ସ୍ତବ୍ଧ

ଇସଲାମବାଦ: ପାକିସ୍ତାନର ଜଣେ ଯୁବ ଖେଳାଳି ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୮ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଯୁବ ଖେଳାଳି ହେଉଛନ୍ତି ମାଜିଦ ଅଲି । ମାଜିଦ ଜଣେ ଟପ ସ୍ନୁକର ପ୍ଲେୟାର । ସେ ଗଛ କଟା ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଗାମୀ ଏସିଆ କପ…

ଏଣିକି ଆକାଶରେ ଉଡ଼ିବ କାର, ସରକାର ଦେଲେ ଅନୁମତି

ୱାସିଂଟନ: ଆପଣମାନେ ନିତିଦିନ ରାସ୍ତାରେ ଯିବାଆସିବା ସମୟରେ ଅନେକ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଥିବେ । ବେଳେ ବେଳେ ଏହି ଟ୍ରାଫିକ ସମସ୍ୟା କାରଣରୁ ମନରେ ଅନେକ ବିରକ୍ତି ଭାବ ପ୍ରକାଶ ମଧ୍ୟ ପାଇଥାଏ । ପାଖ ରାସ୍ତା ହେଉ କିମ୍ବା ଲଙ୍ଗ୍ ଡ଼୍ରାଇଭରେ ହେଉ, ଟ୍ରାଫିକ ସମସ୍ୟା ବର୍ତ୍ତମାନ ଏକ…

କୋଲ୍ଡ ଡ୍ରିଙ୍କସ୍‌ରେ ରହିଛି କ୍ୟାନସର ତତ୍ତ୍ୱ, ଥଣ୍ଡା ପାନୀୟରେ ଥିବା ମିଠା ବିପଦଜ୍ଜନକ କହିଲା ବିଶ୍ୱ ସ୍ୱାସ୍ଥ୍ୟ…

ଓଡିଶା ସମ୍ବାଦ ବ୍ୟୁରୋ: ଥଣ୍ଡା ପାନୀୟ ପିଇବା ଦ୍ୱାରା କର୍କଟ ରୋଗ ହୋଇପାରେ ! ଏହା ଆମ ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କୁହାଯାଇଛି। ସବୁଠାରୁ ସାଧାରଣ କୃତ୍ରିମ ମିଠା ମଧ୍ୟରୁ ଆସପୋର୍ଟେମ୍ କର୍କଟ ରୋଗ ସୃଷ୍ଟି କରିପାରେ। କେବଳ ଏତିକି ନୁହେଁ, ଏହା ଆସନ୍ତା ମାସରେ ଏକ…

୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା, ଘୋଷଣା କଲା କ୍ରୁଟ୍

ଭୁବନେଶ୍ଵର: ଜୁଲାଇ ୧ ରୁ ୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା। ଏନେଇ ବିଜ୍ଞପ୍ତି ଜାରି କରିଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)। କ୍ରୁଟ ‘ମୋ ବସ’ ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି…

ରାମ ମନ୍ଦିର, ଜମ୍ମୁ-କଶ୍ମୀର ପରି ୟୁସିସି ପାଇଁ ଫିକ୍ସ ହୋଇଛି କି ଅଗଷ୍ଟ ୫ ତାରିଖ ?

ନୂଆଦିଲ୍ଲୀ: ଆସୁଛି ଅଗଷ୍ଟ ୫ । ଅଗଷ୍ଟ ୫ରେ ମୋଦି ସରକାର ଘୋଷଣା କରିବେ କି ୟୁନିଫର୍ମ ସିଭିଲ କୋଡ ବା ୟୁସିସି ? କୁହାଯାଉଛି, ଆଗାମୀ ମୌସୁମୀ ଅଧିବେଶନରେ ୟୁସିସି ବିଲ ଆଣିପାରନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳରେ ଦେଇଥିବା ବୟାନ  ସେମିତି କିଛି ସଙ୍କେତ…