ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା; ୨୦୦ ଫୁଟ ଉପରୁ ପହଣ୍ଡିରେ ଆସିଲେ ତିନି ଠାକୁୁର
ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ପାଳିତ ହୋଇଯାଇଛି ରଥଯାତ୍ରା । କୋଟ ସମଲାଇର ଛଳିଆ ପାହଡର ଶ୍ରୀମନ୍ଦିରରୁ ଘୋଷଯାତ୍ରା ବାହାରି ଥିଲେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ ପହଣ୍ଡି ବିଜେ ହୋଇ ଆସିଥିଲେ ତିନି …