Latest Odisha News

BREAKING NEWS

ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀବିବାଦ; ହଣାକଟା, ୩ ଗୁରୁତର

ଯାଜପୁର:ଯାଜପୁର ସଦର ଥାନା ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାତିରେ ହଣାକଟା । ରାଜନୖତିକ ଶତ୍ରୁତାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ବିନୋଦ କୁମାର ମାଝିଙ୍କ ପରିବାରକୁ ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ବୁଲିଲା…

ସକାଳୁ ସକାଳୁ ଜଳିଲା ରାଜଧାନୀ; ୮.୩୦ ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର:ସକାଳୁ ସକାଳୁ ଜଳୁଛି ରାଜଧାନୀ । ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ସାରା ଓଡ଼ିଶାବାସୀ । ଆଜି ସକାଳ ସାଢ ୮ଟା ସୁଦ୍ଧା ୬ଟି ସହରରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଛି । ରାଜଧାନୀ ତାପମାତ୍ରା ସକାଳୁ ସକାଳୁ ୩୫.୬ ଡିଗ୍ରୀ ରହିଛି । ଝାରସୁୁୁଗୁଡାରେ ରହିଛି ସର୍ବାଧିକ ତାପମାତ୍ର ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପ୍ରକୃତରେ ଜାହାଜରୁ ଯାତ୍ରୀମାନଙ୍କୁ ନିଷ୍କାସନ କରିବାର ବିଭିନ୍ନ ପ୍ରକାର ଦାୟିତ୍ୱ, ଯେମିତିକି ଲାଇଫ୍‌ ବୋଟ୍ ଖୋଲିବା, ରକେଟ୍ ଫୁଟେଇ ପାଖରେ ଥିବା କୌଣସି ଜାହାଜକୁ ନିଜ ସଙ୍କଟ ବିଷୟରେ ସୂଚନା ଦେବା, ଏକ…

ଅନୁବାଦ କବିତା : ଏହାଠାରୁ ଅଧିକ

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ୍ ଏହାଠାରୁ ବି ଅଧିକ ଖରାପ ହୋଇ ପାରିଥାନ୍ତା ମୋର ସମୟ, ମୋ କବିତା ବି ହୋଇ ପାରିଥାନ୍ତା ଏହାଠାରୁ ହେୟ। ଗ୍ରେନେଡ ଦ୍ୱାରା ଛିନ୍ନଛତ୍ର ଓ ରକ୍ତାକ୍ତ ହୋଇପାରିଥାନ୍ତା ମୋର ଭାଷା ବିସ୍ଫୋରଣରେ ଉଡ଼ିଯାଇ ପାରିଥାନ୍ତା ଶବ୍ଦମାନ ସଙ୍କଳିତ ଥିବା…

ଭାଷା ଭାଗବତ : କର୍ମଠ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚେଇଁଥିବା ବେଳେ କର୍ମଠ ହେଲେ ଶୋଇବା ବେଳେ କଷ୍ଟ ହେବାର ନାହିଁ ସଂଭାବନା ଏହା ତ ଅନେକଂକୁ ଜଣା ଦେହକୁ କରିଲେ ହାଲିଆ ମନରେ ପଶେନି ଅଳିଆ କେବଳ କର୍ମକୁଂଠ ଲୋକ ଭୋଗଂତି ନିଜଗଢ଼ା ଦୁଃଖ ମନରେ ସୁଖ ଉତ୍ପାଦନ କରିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ପ୍ରସଙ୍ଗରେ ଆଜି ଆଲୋଚନା କରିବା "ଅବକାଶ "ନୀତି ବାବଦରେ। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ପ୍ରତ୍ୟେକ ନୀତି ପାଇଁ ଏକ ସମୟ ସରଣୀ ପ୍ରସ୍ତୁତ ହୋଇଛି।…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଭାବରୀ ଫ୍ୟାଶନ ପକ୍ଷରୁ…

ରଥଯାତ୍ରାର ଦିନକ ପୂର୍ବରୁ ପୁରୀରେ ବନ୍ଦ ରହିବ ମଦ ଦୋକାନ

ପୁରୀ: ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାର ଦିନକ ପୂର୍ବରୁ ବନ୍ଦ ରହିବ ମଦ ଦୋକାନ । ପୁରୀ ସହର ସହ ଆଖପାଖ ଅଞ୍ଚଳରେ ରଥ ଯାତ୍ରାର ଦିନକ ପୂର୍ବରୁ ସବୁ ମଦ ଦୋକାନ ବନ୍ଦ ରହିବ । ଏନେଇ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ସହର ଓ…

ଗ୍ରାମାଞ୍ଚଳରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ମେଗା କାର୍ଯ୍ୟକ୍ରମ

ରାଉରକେଲା: ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍ ଠାରେ ଆଜି ମେଗା କାର୍ଯ୍ୟକ୍ରମ…

ବାହାଘର ମଝିରେ ଯୌତୁକ ମାଗିବାରୁ ବରକୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ଭାରତରେ ଯୌତୁକ ନେବା କିମ୍ବା ଦେବା ଏକ ଆଇନଗତ ଅପରାଧ । ତେଣୁ ଯୌତୁକ ପ୍ରଥା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । କିନ୍ତୁ ଆଜି ମଧ୍ୟ କିଛି ଲୋକ ସେମାନଙ୍କର ହୀନ ମାନସିକତାରୁ ବାହାରି ପାରି ନାହାଁନ୍ତି । ଯୌତୁକ ଦାବି କରି ସେମାନେ କେବଳ ନିଜର ସମ୍ମାନ ହ୍ରାସ କରନ୍ତି…