Latest Odisha News

BREAKING NEWS

ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ, ୪୦ ଡିଗ୍ରୀ ଉପରେ ୧୮ଟି ସ୍ଥାନ

ଭୁବନେଶ୍ୱର: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପରେ ଆଜି କିଛି ସ୍ଥାନରେ ତାପମାତ୍ରାରେ ଆଂଶିକ ଆଶ୍ୱସ୍ତି ମିିଳିଛି। ମଙ୍ଗଳବାର ୧୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋମବାର କିନ୍ତୁ ସୋମବାର ୩୧ଟି ସ୍ଥାନ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା…

୧୦ ଦିନରେ ୫୦ କୋଟିରୁ ଅଧିକ ରୋଜଗାର କଲା ଫିଲ୍ମ ‘ଜରା ହଟକେ ଜରା ବଚକେ’

ମୁମ୍ବାଇ: ଗତ ୨ ତାରିଖରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଜରା ହଟକେ ଜରା ବଚକେ’ । ଏଥିରେ ଅଭିନେତା ଭିକି କୌଶଲ ଏବଂ ସାରା ଅଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଦୁଇ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମ ‘ଜରା ହଟକେ ଜରା ବଚକେ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ।…

ଯାଜପୁର ଗହଣା ଦୋକାନରୁ ଲୁଟ୍ ଘଟଣା, ବିହାରରୁ ଜଣେ ଅଭିଯୁକ୍ତ ଗିରଫ

ଯାଜପୁର: ମାସେରୁ ଅଧିକ ଦିନ ହେବ ଯାଜପୁରର ଏକ ଗହଣା ଦୋକାନରୁ ସଶସ୍ତ୍ର ଡକାୟତି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ରୂପେଶ କୁମାର ବିହାରର ବୋଲି ଜଣାପଡ଼ିଛି। ଯାଜପୁର ଏସପି ବିନିତ ଅଗ୍ରଓ୍ୱାଲଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ…

ରାଜଧାନୀରେ ପବରେ ଯୁବତୀଙ୍କୁ ଅସଦାଚରଣ, ୧୦ ଗିରଫ

ଭୁବନେଶ୍ୱର: କମିସନରେଟ୍ ପୁଲିସ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ପବ ଭିତରେ ଗଣ୍ଡଗୋଳ ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି। ଗତ ୧୧ ତାରିଖରେ ଜଣେ ଯୁବତୀ ଓ ତାଙ୍କ ଦୁଇ ସାଙ୍ଗ ପବକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ପବର ଜଣେ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଯୁବତୀ ଜଣକ…

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ…

ମା’ଙ୍କ ସ୍ମୃତିରେ ନିର୍ମାଣ କଲେ ତାଜମହଲ

ଚେନ୍ନାଇ: ମୋଗଲ ସମ୍ରାଟ ଶାହାଜାହାନ ପ୍ରେମର ନିଦର୍ଶନ ସ୍ୱରୂପ ନିଜ ପତ୍ନୀ ମମ୍‌ତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢିଥିଲେ ତାଜମହଲ, ଯାହାକି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ସ୍ମାରକୀ ଭିତରୁ ଅନ୍ୟତମ ।ଏବେ ଜଣେ ଯୁବକ ନିଜ ମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ଅବିକଳ ତାଜମହଲ,ଯାହାକୁ ନେଇ…

ମେସିଙ୍କ ପରେ ପିଏସଜି ଛାଡିବେ କିଲିୟନ ଏମବାପେ

ପ୍ୟାରିସ: ଫ୍ରାନ୍ସର ଲୋକପ୍ରିୟ ଫୁଟବଲ କ୍ଲବ ପ୍ୟାରିସ ସେଂଟ ଜର୍ମାନକୁ ଆଉ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଛି । ଷ୍ଟାର ଖେଳାଳି ଲିଓନେଲ ମେସିଙ୍କ ପରେ ଟିମର ଅଧିନାୟକ ତଥା ଫ୍ରାନ୍ସ ଷ୍ଟାର କିଲିୟାନ ଏମବାପେ ମଧ୍ୟ ଦଳ ଛାଡିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି । ଜୁନ ୨୦୨୪ ପରେ ମୁଁ ଏହି…

ଏମିତି ଏକ ଗାଁ: ଯେଉଁଠି ସବୁ ପିଲା ଯାଆଁଳା

କେରଳ: ଡ଼ାକ୍ତରୀ ଗବେଷଣା ଅନୁସାରେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ପ୍ରକୃତିର ବୈଚିତ୍ର । ହେଲେ କେରଳରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତି ୧ ହଜାରରେ ୪୫ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହାର କାରଣ କ’ଣ ଓ କାହିଁକି ଏଭଳି ଯାଆଁଳା…

‘ମହାରାଷ୍ଟ୍ର’, ଗାଦିରେ ବସିଲେ, ଲାତ ମାରିଲେ !

ଭୁବନେଶ୍ୱର: ଚର୍ଚ୍ଚାରେ ମହାରାଷ୍ଟ୍ରର ସର୍ଭେ ରାଜନୀତି। ସିନ୍ଦେ ଗୋଷ୍ଠି ଶିବସେନା ପକ୍ଷରୁ ମହାରାଷ୍ଟ୍ରର ଏକ ସର୍ଭେ ସମ୍ପର୍କିତ ବିଜ୍ଞାପନକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି। ଏହି ସର୍ଭେ ଅନୁଯାୟୀ ମହାରାଷ୍ଟ୍ର ଜନତା ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ବିଜେପି ନିଜର କଲାନି, ଜଗନଙ୍କୁ ଏବେ ଭଗବାନ ଭରସା !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି। ମୋଦିଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ କେନ୍ଦ୍ରୀୟ ନେତାମାନେ ପ୍ରଚାର ପ୍ରସାର କରିବା ସହ ବିରୋଧୀ ଦଳ ଗୁଡିକ ଉପରେ…