Latest Odisha News

BREAKING NEWS

ଦୁର୍ଘଟଣା ରୋକିବା ପାଇଁ ଟ୍ରେନ ପୂଜା; ମା’ କାଳିଙ୍କ ଫଟୋ ଏବଂ ନୀଳଚକ୍ର ବାନା ରଖି ପୂଜାର୍ଚ୍ଚନା

ପୁରୀ: ଦୁର୍ଘଟଣା ଯେମିତି ଟ୍ରେନର ପିଛା ଛାଡୁନି । ବାହାନଗା ରେଳ ଦୁର୍ଘଟଣା ପରେ ଚାଲିଛି ସିରିଜ ରେଳ ଦୁର୍ଘଟଣା । ରେଳ ଦୁର୍ଘଟଣା ରୋକିବା ପାଇଁ ପୁରୀ ରେଳ ଷ୍ଟେଶନ ୭ ନମ୍ବର ପ୍ଲାଟଫର୍ମରେ ଅଭିନବ ଉପାୟରେ  ଧାରଣା ଦିଆଯିବା ସହ  ଟ୍ରେନ ପୂଜା କରାଯାଇଛି । ପୁରୀ ଜଗନ୍ନାଥ ସେନା ପକ୍ଷରୁ…

ଶରୀରରେ ବୃଦ୍ଧି ପାଉଛି କି କୋଲେଷ୍ଟ୍ରଲ ? ଜାଣନ୍ତୁ ନିୟନ୍ତ୍ରଣ କରିବାର ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ ଉଭୟ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ରହିଥାଏ। ସାଧାରଣ ସ୍ତରରେ ଏହା ଶରୀର ପାଇଁ ଏକ ଜରୁରୀ ପଦାର୍ଥ। ଯଦି ରକ୍ତରେ ଏହାର ଉପସ୍ଥିତି ଅତ୍ୟଧିକ ହୋଇଯାଏ, ତେବେ ଏହା ଏକ ନିରବ ଘାତକ ପାଲଟିଯାଏ। ଯାହା ଲୋକଙ୍କ ହୃଦଘାତ ହେବାରେ ଆଶଙ୍କା ଦେଇଥାଏ। କୋଲେଷ୍ଟ୍ରଲ ଶରୀରର…

୧୪ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନାହିଁ ତ୍ରାହି, ପଶ୍ଚିମ ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ଏଥର ରଜରେ ଜାଳିବ ଖରା ! ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଏବେ ତ୍ରାହି ମିଳିବନି । ପାଣିପାଗ ବିଭାଗ ପକ୍ଷରୁ ଆଜିର ଆକଳନ ଅନୁସାରେ, ରାଜ୍ୟରେ ହିଟୱେଭ୍ ସ୍ଥିତି ୧୪ ତାରିଖ ଯାଏ ଲାଗି ରହିବ । ୧୫ରୁ ହେବ କାଳବୈଶାଖୀ ବର୍ଷା । ୨୪ ଘଣ୍ଟାରେ…

ବାହାଘର ଭୋଜିରୁ ୭ ବର୍ଷର ଝିଅ ଚୋରି ଅଭିଯୋଗରେ ଜଣେ ଅଟକ

ସୋନପୁର: ବାହାଘର ଭୋଜିରେ ଛୁଆ ଚୋରି । ପାଣି ପାଉଚ୍ ଦେବା ବାହାନାରେ ୭ ବର୍ଷର ନାବାଳିକାର ଝଅକୁ ଚୋରି କରି ନେବା ବେଳେ ଧରାପଡ଼ିଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ । ସୂଚନା ଅନୁଯାୟୀ,…

ଚିନ୍ତା ବଢାଉଛି ମଧୁମେହ ରୋଗ, ଭାରତରେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେଉଛି। ଏହି ରୋଗ ମଧ୍ୟରେ ମଧୁମେହ ରୋଗୀ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଲଗାତାର ଭାବେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ…

ବାହାନଗା ଷ୍ଟେସନରେ ଅଟକିବନି କୌଣସି ଟ୍ରେନ, କାରଣ କ’ଣ ଜାଣନ୍ତୁ

ବାଲେଶ୍ୱର:   ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ  ବାହାନଗା ରେଳ ଷ୍ଟେଶନରେ ଟ୍ରେନ ଚଳାଚଳ ସାମାନ୍ୟ ସ୍ୱାଭାବିକ ହେଉଥିବାବେଳେ  ପୁଣି ଏହା ଉପରେ  ଲାଗିଛି ବ୍ରେକ । ଏଣିକି ଏହି ଷ୍ଟେସନରେ ଅଟକିବନି କୌଣସି ଟ୍ରେନ ।  ପରବର୍ତ୍ତୀ ନୋଟିସ ମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି…

ରିଲିଜ ହେଲା ଫିଲ୍ମ ‘ସତ୍ୟପ୍ରେମ କି କଥା’ର ନୂଆ ଗୀତ ‘ଆଜ କେ ବାଦ୍’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା'ର ନୂଆ ଗୀତ 'ଆଜ କେ ବାଦ୍' ସୋସିଆଲ ମିଡିଆରେ ମୁକ୍ତିଲାଭ କରିଛି। ଏହି ଗୀତରେ କାର୍ତ୍ତିକ ଏବଂ କିଆରାଙ୍କ ବିବାହ ଦେଖିବାକୁ ମିଳୁଛି। ରିଲିଜ ହୋଇଥିବା ଏହି ସଙ୍ଗୀତ…

ମନ୍ତ୍ରୀଙ୍କ ପିଛା ଛାଡ଼ୁନି ଦୁର୍ଘଟଣା: ହ୍ରଦ ଭିତରେ ଖସିପଡ଼ିଲେ, ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ: ମନ୍ତ୍ରୀଙ୍କ ପିଛା ଛାଡ଼ୁନି ଦୁର୍ଘଟଣା। ଯେତେବେଳେ ପାଣିକୁ ଗଲେ ବୁଡିଲେ। ଷ୍ଟେଜ୍‌ରେ ଭାଷଣ ଦେବା ବେଳେ ମଞ୍ଚ ଭାଙ୍ଗି ମନ୍ତ୍ରୀ ଗଳି ପଡ଼ି  ଆହତ ହୋଇଥିଲେ। ତେଲେଙ୍ଗାନା ପଛୁଆବର୍ଗ କଲ୍ୟାଣ ଓ ସିଭିଲ ସପ୍ଲାଏ ମନ୍ତ୍ରୀ ଗାଙ୍ଗୁଲା କମଳକଙ୍କ ସହ ଏଭଳି ଘଟଣା ବାରମ୍ବାର ଘଟୁଛି। ଦୁଇ…

ଈଶ୍ୱର ଉପାଶକ ହେଲା ଶୈତାନ: ପ୍ରେମିକାକୁ ହତ୍ୟା କରି ନାଳରେ ଫିଙ୍ଗି ଦେଲା ମନ୍ଦିର ପୂଜାରୀ

ହାଇଦ୍ରାବାଦ: ଈଶ୍ୱର ଉପାଶକ ହେଲା ଶୈତାନ। ବିବାହ ପରେ ବି ଅବୈଧ ସମ୍ପର୍କ। ତା ପରେ ପ୍ରେମିକା ବିବାହ କରିବାକୁ ଜିଦ୍ ଧରିବାରୁ କଲେ ହତ୍ୟା। ଘଟଣା ଘଟିଛି ତେଲେଙ୍ଗାନା ସରୁରନଗର ଠାରେ। ଈଶ୍ୱରକୁଙ୍କୁ ଉପାଶନା କରୁଥିବା ଜଣେ ମନ୍ଦିର ପୂଜକ ଏଭଳି ଶୈତାନୀ କାର୍ଯ୍ୟ କରିଛନ୍ତି। ତା ପୁଣି ଏତେ…