Latest Odisha News

BREAKING NEWS

ରାହୁଲଙ୍କ ସବୁଠୁ ପ୍ରିୟ ସୁନୀଲ କାନୁଗୋଲୁ

ଭୁବନେଶ୍ୱର: କଂଗ୍ରେସର ବ୍ଲୁଆଏଡ଼ ବୟ ସୁନୀଲ କାନୁଗୋଲୁଙ୍କୁ ଏବେ ଦଳ ପୁରସ୍କୃତ କରିଛି। ସୁନୀଲଙ୍କୁ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୁରା କଂଗ୍ରେସର ନବ କଳେବରର ବିନ୍ଧାଣି ବୋଲି କୁହାଯାଉଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାଠୁ ଆରମ୍ଭ କରି କର୍ଣ୍ଣାଟକର ବଡ଼ ସଫଳତା ସବୁ ପାଇଁ…

ବାହାନଗା ନିକଟରେ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍

ବାଲେଶ୍ୱର: ସୋର ବାହାନଗା ଷ୍ଟେସନ ନିକଟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍ । ବାହାନଗା ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ପ୍ରାୟ ୫ଟି ବଗି ଓଲଟି ପଡ଼ିଥିବା ସୂଚନା ମିଳିଛି । ଏକାଧିକ ଯାତ୍ରୀ ଆହତ…

କୁକୁରକୁ ମିଳିଲା ଚାକିରି : ମାସକୁ ଦରମା ୩୫ ହଜାର

ଚୀନ: କେବଳ ମଣିଷମାନେ ଚାକିରି କରୁଥିବା ସମସ୍ତେ ଜାଣିଛନ୍ତି । ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳର ବୃଦ୍ଧି ପରେ ଏବେ ରୋବଟ ପେଟ୍ରୋଲ ପମ୍ପ ହେଉ ବା ରେଷ୍ଟୁରାଣ୍ଟରେ କାମ କରୁଛନ୍ତି । କିନ୍ତୁ କମ୍ପାନୀରେ କୁକୁର ଚାକିରି କରିବା ଶୁଣିଛନ୍ତି ? ଚୀନ୍‌ର ଏକ କମ୍ପାନୀ କୁକୁରକୁ ନିଯୁକ୍ତି ଦେବା…

ସିସୋଡିଆଙ୍କୁ ଆଶ୍ୱସ୍ତି, ଅସୁସ୍ଥ ପତ୍ନୀଙ୍କୁ ଭେଟି ପାରିବେ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଡିଆଙ୍କ ବିରୋଧରେ ତଦନ୍ତ ଚାଲିଛି । ଏହି ଅବସରରେ ଶୁକ୍ରବାର ସିସୋଡିଆଙ୍କୁ ଆଶ୍ୱସ୍ତ ମିଳିଛି । ସେ ଶନିବାର ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି । ତେବେ ସେ…

ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ୱରା ଭାଷ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାଷ୍କର କୌଣସି ନା କୌଣସିି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରି ଖୁବ ଚର୍ଚ୍ଚାରେ ଥିଲେ ସ୍ୱରା । ବିବାହର ମାତ୍ର ୪ ମାସ ପରେ ସ୍ୱରା ଏବେ ମା’ ହେବାକୁ ଯାଉଛନ୍ତି । ସୋସିଆଲ…

ପ୍ରି ୱେଡିଂ ଫଟୋସୁଟ: କୋବ୍ରା ସହ ପୋଜ୍ ଦେଲେ ଯୁବକଯୁବତୀ

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ…

ଆଇପିଏଲ ସରିଲା, ଏବେ ଟିମ ଇଣ୍ଡିଆର ଆଗକୁ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲର ସମାପ୍ତି ପରେ ଏବେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ୭ ଜୁନରୁ ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ଏହା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ,…

ଅସରପା ଖାଇଲେ ଅବ୍ଦୁ: ସେୟାର କଲେ ଫଟୋ

ମୁମ୍ବାଇ: ବିଗ୍‌ବସ ସିଜିନ୍‌-୧୬ର ପ୍ରତିଯୋଗୀ ସାଜିଥିବା ତାଜିକ୍‌ସ୍ତାନର ଅବ୍ଦୁ ରୋଜିକ୍ ଏହି ଶୋ’ ଜରିଆରେ ଭାରତରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସଫଳତା ଆଧାରରେ ବଲିଉଡ଼ରେ ତାଙ୍କୁ ଫିଲ୍ମରେ ଅଭିନୟ ଅଫର ମିଳିବା ସହିତ ଏକାଧିକ ବିଜ୍ଞାପନ ଓ ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରିଛନ୍ତି…

ରାହୁଲ ବିଜେପି ସହ ଲଢୁଛନ୍ତି ନା ଦେଶ ସହ : ମୁସଲିମ ଲିଗ ବୟାନ ଉପରେ ପ୍ରଶ୍ନ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଆମେରିକାରେ ମୁସଲିମ ଲିଗ ଉପରେ ଦେଇଥିବା ବୟାନକୁ ନେଇ ଦେଶରେ ବିବାଦ ତେଜିଛି । ରାହୁଲ ଗାନ୍ଧୀ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁସଲିମ ଲିଗକୁ ସମ୍ପୂର୍ଣ୍ଣ ଧର୍ମ ନିରପେକ୍ଷ ଦଳ ବୋଲି ଦର୍ଶାଇଛନ୍ତି । ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ…

କଳା ଆମ୍ବ: ଭିଡ଼ିଓ ଭାଇରାଲ, ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ନ୍ୟୁୟର୍କ: ଗ୍ରୀଷ୍ମ ଋତୁ ଚାଲିଛି । ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛିି । ଲୋକମାନେ ପ୍ରବଳ ଖରାରେ ଡ଼ହଳବିକଳ ବି ହେଉଛନ୍ତି । ଭୀଷଣ ତାତି ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ରାସ୍ତାଘାଟ ପୁରା ଶୂନ୍‌ଶାନ ହୋଇଯାଉଛି । ଆଉ ଗ୍ରୀଷ୍ମ ଋତୁରେ ବିଭିନ୍ନ ଫଳ ଭିତରେ…