ଚିକିତ୍ସା ବିଜ୍ଞାନର ଚମତ୍କାରିତା: ଝିଅର ଖୁସି ପାଇଁ ଶାଶୁଙ୍କ ଗର୍ଭରେ ବଢୁଛି ଜ୍ୱାଇଁର ସନ୍ତାନ
ଅଷ୍ଟ୍ରେଲିଆ: ଚିକିତ୍ସା ବିଜ୍ଞାନର ଚମତ୍କାରିତା, ଯାହା କଳ୍ପନା କରିବା ମଧ୍ୟ କଷ୍ଟକର । ଝିଅର ଖୁସି ପାଇଁ ଜଣେ ମହିଳା ନିଜ ଗର୍ଭରେ ଝିଅ- ଜ୍ୱାଇଁର ସନ୍ତାନକୁ ଧାରଣ କରିଛନ୍ତି । ତେବେ ଏ କ୍ଷେତ୍ରରେ ଏକ ଅସାଧାରଣ ଘଟଣା ଘଟିଛି,ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।
ଅଷ୍ଟ୍ରେଲିଆର ସିଡନୀରେ…