Latest Odisha News

BREAKING NEWS

କବିତା : ପ୍ରତୀକ୍ଷାର ଦୀପ

ଭାରତୀ ସରିତା ମହାନ୍ତି  ଯାହାକୁ ପାଇଛି ଆଜି ସିଏ ମୋର ସପନ ରାଇଜ ରାଜ କୁମାର ବିଜନ ରଜନୀ ଗାଇଲା କାହାଣୀ ଦୁଃଖର ସାଗର ହେଲି ମୁଁ ପାର। ଚାନ୍ଦିନୀ ରାତିରେ ରୂପା ଜହ୍ନ ପରି ତୋଫା ଦିଶେ ତୁମ ଦେହ ଓ ମନ ପ୍ରତି ରାତି ଲାଗେ ପୂର୍ଣ୍ଣିମାର ରାତି ଦିବସେ ରଜନୀ ଦେଖେ ସପନ। ମଉଳା…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଖୁସି ହୋଇଗଲା, “ନି୧⁄୨ୟ, ଆମେ ନି୧⁄୨ୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା'ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।” “ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍…

ଭାଷା ଭାଗବତ : ଜ୍ଞାନ ନୁହେ ସ୍ଥିର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୌଣସି ଜ୍ଞାନ ନୁହେ ସ୍ଥିର ବଦଳୁଥାଏ ନିରଂତର ଏ ସତ୍ୟ ନ କଲେ ସ୍ବୀକାର ହୋଇବା ଅଜ୍ଞାନ ପ୍ରବର ବଦଳିଯିବା ପାଇଁ ଡର ମନରେ କରେ ଯଦି ଘର ମଣିଷ ହୁଏନି ତତ୍ପର କରେନି କିଛି ଆବିଷ୍କାର କୌଣସି ପ୍ରଶ୍ନ ନ ପଚାରି ଆଗ କି ପଛ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ବିଷୟରେ ଆମର ଆଲୋଚନା ଜାରି ରହିଛି ପରମ୍ପରା ଅନୁସାରେ ଆଗରୁ ହେଉଥିବା ଓ ବର୍ତ୍ତମାନ ସେବକ ବା ସେବିକା ଅଭାବରୁ ଏହି ସେବା ବନ୍ଦ ହୋଇଥିବା…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୋକା’, ଉପକୂଳ ଛୁଇଁବା ବେଳେ ୧୬୦ କିମି ବେଗରେ ପବନ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ବାତ୍ୟା ଗତି କରୁଥିବା ବେଳେ ଏବେ ପୋର୍ଟ ବ୍ଲେଆର ଠାରୁ ପଶ୍ଚିମରେ ୫୨୦ କିଲୋମଟର ଦୂରରେ ରହିଛି । ସେହିଭଳି ବାତ୍ୟା…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କ କଂଗ୍ରେସ ହଟାଓ ଅଭିଯାନ ଆରମ୍ଭ !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ରାଜସ୍ଥାନ ଗସ୍ତରେ ଯାଇଥିବା ମୋଦି କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଚଉକି ପାଇଁ ଏତେ ବ୍ୟସ୍ତ ଯେ ରାଜସ୍ଥାନର ବିକାଶକୁ ଅଣଦେଖା…

କର୍ଣ୍ଣାଟକରେ ରେକର୍ଡ ମତଦାନ ,ଅଧିକ ଭୋଟ କଂଗ୍ରେସକୁ ନା ବିଜେପିକୁ?

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଅର୍ଥାତ ଆସନ୍ତା ୧୩ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ ଗଣତି ହେବ। ତେଣୁ ନିର୍ବାଚନର ପ୍ରକୃତ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଭିନ୍ନ ଭିନ୍ନ ମତ ଆସୁଛି। ପ୍ରାୟ ମତ…

ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୁତୟନ

ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବଷ୍ଟେସନ ମୁତୟନ କରାଯାଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ…

ଦେବୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ

ଜଗତସିଂହପୁର: ଦେବୀ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସି ଗଲେ ୩ ଜଣ ସାଙ୍ଗ । ନାଉଗାଁ ବ୍ଲକ ବଛାଳ ସ୍ଥିତ ଦେବୀ ନଦୀରେ ଗାଧୋଇବା ବେଳେ ତିନି ଜଣ ସାଙ୍ଗ ଭାସି ଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଆଜି ମଧ୍ୟାହ୍ନରେ ବଛାଳ ଗାଁର ଶାନ୍ତନୁ ନାୟକ,…

ରାସ୍ତା ତଳକୁ ଖସି ପଡିଲା ଟ୍ରାକ୍ଟର; ତଳେ ଚାପି ହୋଇଗଲେ ଦୁଇ ଭାଇ

ରାୟଗଡା: ରାୟଗଡା ଜିଲ୍ଲା ଗୁଡାରି ଥାନା ମଶାରିଗୁଡା ନିକଟରେ ଘଟିଛି  ଦୁର୍ଘଟଣା ।   ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରାକ୍ଟର  ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିଛି ।  ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।  ମୃତକ ଦୁଇଜଣ ସଂମ୍ପର୍କୀୟ ଦୁଇ ଭାଇ ବୋଲି…