Latest Odisha News

BREAKING NEWS

‘କର୍ଣ୍ଣାଟକ ନିର୍ବାଚନ’, ଝାଳ ବୁହାଇ ଲଢ଼ିଲେ ଝୁଲା ସରକାର ଗଢିବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ମତଦାନ ପ୍ରକ୍ରିୟା ସରିବା ସହ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ ମଧ୍ୟ ଏହି ଇଭିଏମର ଫଳାଫଳ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି। କଂଗ୍ରେସ…

ଝାରସୁଗୁଡ଼ା ଉପନିର୍ବାଚନ, ଅପରାହ୍ଣ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଉପନିର୍ବାଚନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା କହିଛନ୍ତି…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନକୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯତ୍ନ ସେବାର ପ୍ରସାର

ଝାରସୁଗୁଡ଼ା: ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓବେଦାନ୍ତ ଲିମିଟେଡ ଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେ ରୋଗୀଙ୍କୁ ଚିକିତ୍ସା ପରାମର୍ଶ,…

ଶ୍ରୀକ୍ଷେତ୍ର ଭଉଁରୀ ଦିନ ରାତି ୩ଟାରୁ ଦ୍ୱାରଫିଟା

ପୁରୀ: ଦିନକ ପରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ପରମ୍ପରା ଅନୁସାରେ ୩ ରଥର ପ୍ରତ୍ୟେକ ଦୁଇଟି ଚକ ସହ ଗୋଟିଏ ଅଖ ସଂଯୋଗ କରାଯିବ । ଯାହାକୁ ଚକଅଖ ଡେରା ନୀତି କୁହନ୍ତି । ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ଟି ଚକ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିବା ବେଳେ ଆଜି ସୁଦ୍ଧା ୮ଟି ଚକର ନିର୍ମାଣ…

ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ବକ୍ସର

ନୂଆଦିଲ୍ଲୀ: ତାସକାନ୍ଦରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରମାନେ ଏକାଥରକେ ୩ଟି ପଦକ ନିଶ୍ଚିତ କରି ଇତିହାସ ରଚିଛନ୍ତି । ଟୁର୍ଣ୍ଣାମେଂଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏ ଭଳି ସଫଳତା ହାସଲ କରିଛି । ନିଶାନ୍ତ ଦେବ, ମହମ୍ମଦ ହସମୁଦ୍ଦିନ ଓ ଦୀପକ ଭୋରିୟା ସେମାନଙ୍କ…

୪୦ କୋଟି ଟଙ୍କା ବ୍ୟୟରେ ହେବ ପାରଳାଖେମୁଣ୍ଡି ବାଇପାସ୍

ଭୁବନେଶ୍ୱର: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ । ଓଡ଼ିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ପାଇଁ ପାହାଡ଼ି କାଟି ଟନେଲ ଜରିଆରେ ରାସ୍ତା…

ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି । ଆଇପିଏଲର ସମାପ୍ତି ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ । ରିପୋର୍ଟ ମୁତାବକ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଆୟୋଜିତ ହେବ । ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ…

ଜନଜାତିଙ୍କ ଅଦ୍ଭୁତ ପାଦ: ଦେଖିବାକୁ ଠିକ୍ କପୋତ ପରି

ତାଞ୍ଜାନିଆ: ଦୁନିଆରେ ଅନେକ ପ୍ରକାରର ଜନଜାତି ବାସ କରନ୍ତି । ସେମାନେ ସାଧାରଣ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିଥାନ୍ତିି । ଏହି ଜନଜାତିର ଜୀବନ ଶୈଳୀ, କଥାବାର୍ତ୍ତା, ଚାଲିଚଳନ ଓ ଖାଦ୍ୟପେୟ, ପୋଷାକ ସବୁ ଭିନ୍ନ । ଆଧୁନିକ ଯୁଗରେ ଯାହା ଘଟୁଛି, ଏହି ଲୋକମାନଙ୍କର ସେଥିପ୍ରତି କୌଣସି ସମ୍ପର୍କ…

ରାଖୀ ସାୱନ୍ତଙ୍କ ଭାଇଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଖୀ ସାୱନ୍ତ ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ସେ ଆଦିଲ ଦୁରାନୀଙ୍କୁ ବିବାହ କରିଥିବା ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ । ରାଖୀଙ୍କ…

ବାଂଲାଦେଶରେ ଫିଲ୍ମ ‘ପଠାନ’ ରିଲିଜକୁ ବିରୋଧ: ଆପତ୍ତି ଉଠାଇଲେ ବାଂଲାଦେଶୀ ଅଭିନେତା

ମୁମ୍ବାଇ:ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଏବେ ବାଂଲାଦେଶରେ ରିଲିଜ ହେବାକୁ ଯାଉଛି । ସବୁଠୁ ବଡ଼ କଥା ୫୨ ବର୍ଷ ପରେ ବାଂଲାଦେଶରେ ହିନ୍ଦୀ ଫିଲ୍ମ…