ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର
ଭୁବନେଶ୍ୱର : ବରମୁଣ୍ଡା ଓଭର ବ୍ରିଜରେ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ପଛକୁ ପଛ ପିଟିହେଲେ କାର୍, ସ୍କୁଟର ଏବଂ ଟ୍ରକ୍ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ପ୍ରଥମେ ସ୍କୁଟରକୁ ପଛରୁ ଧକ୍କା ଦେଲା କାର୍ । ସ୍କୁଟର…