Latest Odisha News

BREAKING NEWS

ଅଜବ ପ୍ରେମ : ପ୍ରେମିକର ବାପାଙ୍କ ସହ ପ୍ରେମିକା ଛୁ

କାନପୁର: କଥାରେ ଅଛି ପ୍ରେମ କେତେବେଳେ କେଉଁଠି କାହାସହ ହେବ କେହି କହିପାରିବେ ନାହିଁ । ତେବେ ଉତ୍ତରପ୍ରଦେଶର କାନପୁର ସହରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି,ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ନିଜ ପ୍ରେମିକର ବାପା ସହ ଫେରାର ହୋଇଯାଇଛନ୍ତି । ଏହି ଘଟଣାଟି ଘଟଛି…

ଧାରାବାହିକ ବାଳିକା ବଧୁର ଆନନ୍ଦୀଙ୍କୁ ମିଳୁନି କାମ

ମୁମ୍ବାଇ: ଟିଭିର ଅନ୍ୟତମ ଲୋକପ୍ରିୟ ଧାରାବାହିକ ହେଉଛି ‘ବାଳିକା ବଧୁ' । ଏଥିରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ତୋରାଲ ରସପୁତ୍ର ଘରେ ଘରେ ବେଶ୍ ପରିଚିତ ହୋଇଥିଲେ । ତାଙ୍କର ନିଖୁଣ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ବି କରିଥିଲେ । ବାଳିକା ବଧୁ ଧାରାବାହିକରେ ୩ ଜଣ ଅଭିନେତ୍ରୀ ଆନନ୍ଦୀ…

ଏ କେଉଁ ରାଜ୍ୟ ଦେଇ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ ? ଟ୍ୱିଟରରେ ପଚାରିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିଥିଲା। ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିଥିଲା । ଟ୍ରେନ…

ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ

ମୋହାଲୀ: ଚଳିତ ଆଇପିଏଲରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୫୮ ରନର ବିଶାଳ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳଗତ ପ୍ରଦର୍ଶନ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୭ ରନ କରିଥିଲା । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ।…

ମଧୁବାବୁଙ୍କୁ ମିଳୁ ମରଣୋତ୍ତର ଭାରତ ରତ୍ନ, ଜୋର୍ ଧରିଲା ଦାବି

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକର ସତ୍ୟଭାମାପୁର । ଏଇଠି ଜନ୍ମ ହୋଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଆ ଜାତିର ଅସ୍ମିତାକୁ ଅକ୍ଷୂର୍ଣ୍ଣ ରଖିବାକୁ ବ୍ରିଟିଶ ସରକାର ସହ ଲଢ଼ି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ । ମଧୁବାବୁ ଚାହୁଁଥିଲେ ଝିଅମାନେ କେବେ ଅବହେଳିକ ହେବେ ନାହିଁ…

ଓଡ଼ିଶାର ୧୦ଟି ସ୍ଥାନରେ ଏକକାଳୀନ ଜିଏସଟି ଚଢ଼ାଉ

ଭୁବନେଶ୍ୱର: ଟିକସ ଠକେଇ ଅଭିଯୋଗରେ ଶୁକ୍ରବାର ଓଡ଼ିଶାର ପ୍ରାୟ ୧୦ଟି ସ୍ଥାନରେ ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରୀୟ ଜିଏସଟିର ୧୦ଟି ଟିମ୍ ଜଣେ ଖଣି ମାଲିକଙ୍କ ଷ୍ଟୋନ କ୍ରସର ୟୁନିଟକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ ଓ ଯାଜପୁରରେ ଚଢ଼ାଉ କରିଛି । ଅଭିଯୋଗ…

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚାପି ଦେଲା ଗାଡ଼ି, ୨ ଶିଶୁଙ୍କ ସହ ମହିଳା ମୃତ

ଅନୁଗୁଳ: ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ କୁନି କୁନି ଛୁଆ । ହେଲେ କିଏ ଜାଣିଥିଲା ଅସ୍ତଗାମୀ ସୂର୍ଯ୍ୟ ସହ ସେମାନଙ୍କ ଜୀବନ ବି ଅସ୍ତ ହୋଇଯିବ । ଶୁକ୍ରବାର ଅପରାହଣରେ ତାଳଚେର ଗୋବରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ କାର ଧକ୍କାରେ ୨ ଛୁଆଙ୍କ ସହ ଜଣେ ବୟସ୍କ…

ସୁଶାନ୍ତ ସିଂଙ୍କ ଟୁଇଟରରୁ ହଟିନି ବ୍ଲୁ ଟିକ: ଏଲନ ମସ୍କଙ୍କ ପଲିସିକୁ ନେଇ ପ୍ରଶ୍ନ ଉଠାଇଲେ ଟୁଇଟର ଇଣ୍ଡିଆର ପୂର୍ବତନ…

ନୂଆଦିଲ୍ଲୀ: ଟୁଇଟର ବ୍ଲୁ ଟିକକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଏଲନ ମସ୍କ ସମସ୍ତ ଲିଗାସି ଆକାଉଣ୍ଟରୁ ବ୍ଲୁଟିକ ହଟାଇ ଦେଇଛନ୍ତି । ବ୍ଲୁଟିକ ପାଇବା ପାଇଁ ୟୁୂଜର୍ସଙ୍କୁ ବ୍ଲୁ ସବକ୍ରିପସନ ନେବାକୁ ପଡିବ । ଏଥି ସହିତ ମୋବାଇଲ ନମ୍ବର ବି ଯାଞ୍ଚ କରିବାକୁ ପଡିବ । ଏସବୁ ସତ୍ତେ: ଅନେକ ଟୁଇଟରରେ…

ବେଦାନ୍ତ ବିରୋଧୀ ସଂଗ୍ରାମୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀରେ ବେଦାନ୍ତ ବିରୋଧୀ ସଂଗ୍ରାମୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଲୋହିଆ ଏକାଡେମୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବେଦାନ୍ତ ବିରୋଧୀ ନେତା ଉମାବଲ୍ଲଭ ରଥ ଦୀର୍ଘ ୧୭ ବର୍ଷର ଉଭୟ ରାଜରାସ୍ତା ଓ ନ୍ୟାୟିକ ଲଢ଼େଇ କହିଥିଲେ ।…

ଦି କେରଳ ଷ୍ଟୋରୀ: ୨ ଦିନରେ ଭାଇରାଲ ହେଲା ଟ୍ରେଲର, ଗୁମୁରି ଉଠୁଛି ବିବାଦ

ବ୍ରେନ ୱାଶ, ହିଜାବ, ଧର୍ମ ପରିବର୍ତନ, ମିଶନ ଓ ଆତଙ୍କକୁ ନେଇ ନିର୍ମିତ ହୋଇଛି ଦି କେରଳ ଷ୍ଟୋରୀ । ଟ୍ରେଲର ରିଲିଜ ହେବାର ୨ ଦିନ ମଧ୍ୟରେ ଏହା ଭାଇରାଲ ହୋଇସାରିଛି । ଏବେ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଥିଏଟରରେ ରିଲିଜ ହେବା ପଥ ଏହାର ସେତେଟା ସହଜ ଲାଗୁନି । ଆସନ୍ତୁ ଜାଣିବା କଣ…