Latest Odisha News

BREAKING NEWS

‘ସାବଧାନ’ ପାଟି ଖୋଲିଲେ ସିବିଆଇ ବାନ୍ଧିବ !

ଭୁବନେଶ୍ୱର: ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ ପୁଣି ଚର୍ଚ୍ଚାରେ। ଏଥର ସତ୍ୟପାଲଙ୍କୁ ସିବିଆଇ ସମନକୁ ନେଇ ଦେଶବ୍ୟାପୀ ଆଲୋଚନା ହେଉଛି। ବିହାର, ଜାମ୍ମୁ କାଶ୍ମୀର, ଗୋଆ ଓ କିଛି ଦିନ ପାଇଁ ଓଡିଶାର…

୧୦୧ ବୃଦ୍ଧ କଲେ ସ୍କାଏ ଡାଇଭିଂ: କୌଶଳ ଦେଖାଇ ଜିତିଲେ ଲୋକଙ୍କ ହୃଦୟ

କାଲିଫର୍ଣ୍ଣିଆ:ଦୁନିଆରେ ଦୁଃସାହସିକ ଲୋକମାନଙ୍କର ଅଭାବ ନାହିଁ । ସେମାନେ ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି ଯାହାକୁ ଦେଖିଲେ ଆପଣଙ୍କ ନିଶ୍ୱାସ ବନ୍ଦ ହୋଇଯିବ । କିନ୍ତୁ ଏହି କାର୍ଯ୍ୟ କରି ସେମାନେ ଅନ୍ୟମାନଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇାପାରନ୍ତି । କିନ୍ତୁ କାଲିଫର୍ଣ୍ଣିଆର କିଛି…

କର୍ଣ୍ଣାଟକରେ ମୋଦି କଷ୍ଟ ଦେଲେ, ମଲମ ବି ଲଗାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡ଼ିକର ହାର୍ଟବିଟ ସେତିକି ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ବିଜେପି ଓ କଂଗ୍ରେସ ପାଇଁ ନିର୍ବାଚନ ବହୁ ଗୁରୁତ୍ୱ…

ବାଲକୋନୀକୁ ଆସି ଇଦ୍‌ର ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଆଜି ସମଗ୍ର ଦେଶରେ ଇଦ୍ ପାଳନ ହେଉଛି । ଏ ନେଇ ବଲିଉଡରେ ମଧ୍ୟ ବହୁତ ଉତ୍ସାହ ଦେଖାଦେଇଛି । ଗୋଟିଏ ପଟେ ସଲମାନ ଖାନ ଆମୀର ଖାନଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଶାହାରୁଖ ଖାନ ବାଲକୋନୀକୁ ଆସି ତାଙ୍କ ପ୍ରଶଂସକଙ୍କୁ ଇଦ୍‌ର…

ନିର୍ବାଚନ ବେଳେ ବିଜେପିର ମନ୍ତବ୍ୟକୁ ମହିଳା ବିରୋଧୀ କହିଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ଯେଉଁଭଳି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜେପି ସମାଲୋଚନା କରୁଛି ତାହା ସମାନ ଭାବରେ ବି‌ଜେପି ନେତାମାନେ ପଦମପୁର ଉପନିର୍ବାଚନ ବେଳେ ଏବେର ବିଧାୟକ ତଥା ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ…

ବିରାଟକାୟ ମାଛ ଉଦ୍ଧାର: ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ଆଲଜେରିଆ:ଜଳାଶୟ ଭିତରେ ଅନେକ ପ୍ରକାରର ପ୍ରଜାତିର ଜଳଚର ଜୀବଜନ୍ତୁ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଜୀବଜନ୍ତୁକୁ କେହି ଜାଣନ୍ତି ନାହିଁ । ବେଳେବେଳେ ଭୁଲରେ ଏହି ଜୀବମାନେ ମଣିଷ ସାମ୍ନାକୁ ଆସିଥାନ୍ତି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ଏମିତି ଏକ ବିଶାଳୟକାୟ…

ଛତିଶଗଡରୁ ମିଳିଲା ଦୁର୍ଲଭ ପ୍ରଜାତିର ମାଛ

ଜାଂଜିଗିର: ଛତିଶଗଡର ଜାଂଜିଗିର-ଚାମ୍ପାରୁ ଏକ ଦୁର୍ଲଭ ପ୍ରଜାତିର ମାଛ ମିଳିଛି । ନଦୀକୁ ମାଛ ଧରିବାକୁ ଯାଇଥିବା ଜଣେ ଯୁବକଙ୍କ ଜାଲରେ ଏହା ପଡିଥିଲା । ପ୍ରାୟତଃ ଏହି ୪ ଆଖିଥିବା ମାଛ ଆମେରିକାର ଆମାଜନ ନଦୀରେ ମିଳିଥାଏ । ଆନ୍ତର୍ଜାତୀୟ ବଜାରରେ ଏହି ମାଛର ମୂଲ୍ୟ ଅଧିକ ହୋଇଥିବାରୁ…

ଥାନାରେ ମହିଳାଙ୍କ ଅଜବ ଅଭିଯୋଗ: କାରଣ ଜାଣିଲେ ହସି ହସି ବେଦମ୍ ହେବେ

ଝାନ୍‌ସୀ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ଭିନ୍ନ । ଯେଉଁଠାରେ ସାମାନ୍ୟ ମତଭେଦ ଥିଲେ ସମ୍ପର୍କ ନଷ୍ଟ ହୋଇଯାଏ । ସେହିପରି ଗୋଟେ ଝିଅ ଶାଶୁଘରେ ନିର୍ଯାତନାର ଶୀକାର ହେଲେ ଥାନାର ଦ୍ୱାରସ୍ଥ ହୋଇଥାଏ । କିନ୍ତୁ ଏମିତି ଜଣେ ମହିଳା ଅଜବ ଅଭିଯୋଗ କରି ଥାନାର ଦ୍ୱାରସ୍ଥ…

ମୋଗଲ କାଳର ଶେଷ ସ୍ମାରକୀ ଏବେ ସାଜିଛି ଭୂତ ବଙ୍ଗଳା

ନୂଆଦିଲ୍ଲୀ: ଦିଲ୍ଲୀରେ ଏ ଭଳି ଅନେକ ସ୍ମାରକୀ ଅଛି ଯାହାକି ଲୋକ ଲୋଚନକୁ ଆସିପାରି ନାହିଁ । ଇତିହାସରେ ଏହାର ଗୁରୁତ୍ୱ ରହିଛି । ମହରୌଲରେ ଥିବା ଜୀନତ ମହଲ ମୋଗଲ ସାମ୍ରାଜ୍ୟର ଶେଷ ବଙ୍ଗଳା କହିଲେ ଭୁଲ ହେବନି । ଏବେ ଏହା ଭୂତ ବଙ୍ଗଳା ସାଜିଛି । ଏହାର ଆଖପାଖକୁ ଯିବା ପାଇଁ ମଧ୍ୟ ଲୋକେ ଭୟ…

ଛୋଟ ପରଦାର ରେଖା ଭାବେ ପରିଚିତ ଅଭିନେତ୍ରୀ କବିତା ଘାଇ

ନୂଆଦିଲ୍ଲୀ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କବିତା ଘାଇ । ଧାରାବାହିକ ‘ବେହଦ୍‌' ଅଭିନୟ କରି ସେ ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ । ଏଥିରେ କବିତା ମାଆ ଭୂମିକାରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ଯଦିଓ ସେ ଅନେକ ଧାରାବାହିକରେ ଅଭିନୟ କରିନାହାଁନ୍ତି,…