୫୦ ଦିନରେ ୫ ହତ୍ୟା: ୪୭ ସେକେଣ୍ଡର ବୋମାମାଡ..୧୦ ସେକେଣ୍ଡର ଗୁଳିବର୍ଷା
ପ୍ରୟାଗରାଜ:ତ୍ରିବେଣୀ ସଙ୍ଗମ ପାଇଁ ପରିଚିତ ପ୍ରୟାଗରାଜ ଆଜି ଏକାଧିକ ହତ୍ୟାକାଣ୍ଡର ମୁକସାକ୍ଷୀ ପାଲଟି ଯାଇଛି । ୫୦ ଦିନ ବ୍ୟବଧାନରେ ହୋଇଥିବା ଦୁଇ ଦୁଇଟି ଶୁଟଆଉଟ ଘଟଣାରେ ୫ ଜଣଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡର ଶିକାର ହେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅତିକ ଅହମ୍ମଦ ବି ରହିଛି ।…