Latest Odisha News

BREAKING NEWS

ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ : ମନୁ-ଇଷା-ରିଦମ୍ ରଚିଲେ ଇତିହାସ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ମହିଳା ୨୫  ମିଟର ପିସ୍ତଲ ଟିମ୍ ଏହି ପଦକ ଜିତିଛି  । ମନୁ ଭାକର, ଇଶା ସିଂ ଏବଂ ରିଦିମ୍  ସାଙ୍ଗୱାନଙ୍କ ଚୀନ୍‌କୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  ।  ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଯୋଗ୍ୟତା…

ଆକ୍ସନ ମୋଡରେ ଏନଆଇଏ: ଆତଙ୍କବାଦୀଙ୍କୁ ଦମନ ଲାଗି ଦେଶବ୍ୟାପି ୫୦ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଖାଲିସ୍ତାନୀ ସଂଗଠନ ଏବଂ ସେମାନଙ୍କ ସହ ଜଡିତ ଆତଙ୍କବାଦୀଙ୍କୁ ଦମନ ଲାଗି ପୁରା ଆକ୍ସନ ମୋଡରେ ରହିଛି ଏନଆଇଏ  । ଅନୁସନ୍ଧାନକାରୀ ସଂସ୍ଥା ଦେଶରେ ତଥା ବିଦେଶରେ କ୍ରମାଗତ ଭାବରେ ରେଡ୍ କରୁଛି  । ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀର ପ୍ରାୟ ୫୦ଟି ସ୍ଥାନରେ ଏହି ଚଢଉ…

ଥମୁନି ମଣିପୁର ହିଂସା: ଇମ୍ପାଲରେ ବିରୋଧ ପରେ ୫ ଦିନ ଇଣ୍ଟରନେଟ୍ ବନ୍ଦ ଓ ସ୍କୁଲ ଛୁଟି

ଇମ୍ଫାଲ : ଥମୁନି ମଣିପୁର ତାତି  । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର  । ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣି ପରିସ୍ଥିତି ସାଂଘାତିକ ହୋଇଛି ।  ଦୁଇ ଦିନ ତଳେ ସ୍ବାଭାବିକ ହୋଇଥିବା ଇଣ୍ଟରନେଟ୍ ସେବାକୁ ପୁଣି ଥରେ ବ୍ୟାନ୍…

ଇରାକରେ ଜଳିଗଲା ବିବାହ ମଣ୍ଡପ:୧୦୦ ମୃତ, ୧୫୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ଇରାକର ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଏଥିରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ଜୋରସୋରରେ ଉଦ୍ଧାର…

ଭାଷା ଭାଗବତ : ସମନ୍ବୟୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମ ଭାଷାର ବହୁ ରୂପ କିଛି ବି ହେବନି ବିଲୋପ ଭାଷା ଯେହେତୁ ମହାରଣ୍ୟ ସଭିଂକୁ ମିଳେ ସେଠି ସ୍ଥାନ ଗଛ, ବୁଦା ଓ ଘାସ, ତୃଣ ବନରେ ସଭିଂକ ଆସ୍ଥାନ ସଭିଏଁ ରହିଲେ ଜୀବଂତ ଅରଣ୍ୟ ହୁଏ ପ୍ରାଣବଂତ ସ୍ବଭାଷା ନୁହେ ଗୃହୋଦ୍ୟାନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ତ୍ରିବିକ୍ରମଙ୍କ ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚାରି ଦିଗରେ ପାର୍ଶ୍ଵ ଦେବତା ପୂଜାରେ ବର୍ତ୍ତମାନ ଉତ୍ତର ଦିଗ ପାର୍ଶ୍ଵ ଦେବତା ବାମନ ଅବା ତ୍ରିବିକ୍ରମଙ୍କ ପୂଜା ବିଧି ଆଲୋଚନା କରିବା। ସବୁ…

ବିଶ୍ବକପ ପୂର୍ବରୁ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ କ୍ଲିନ ସୁଇପ୍ ଲକ୍ଷ୍ୟରେ ଭାରତ

ରାଜକୋଟ: ଆଜି ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲେ ଭାରତ ବିଶ୍ବକପ ପୂର୍ବରୁ ଏକ ଇତିହାସ ରଚିବ। ଏହା ପୂର୍ବରୁ କେବେ ବି ଦିନିକିଆ ଫର୍ମାଟରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ହ୍ୱାଇଟ୍ ଓ୍ୱାଶ କରିବାକୁ ଏଭଳି ସୁଯୋଗ ମିଳିନି। ତେଣୁ ଆଜିର…

ଦେଶର ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସୀମାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ ହେବ: ଶାହ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୀମାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସରକାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନ୍ତର୍ଜାତୀୟ ସୀମାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ…

ଜାତିସଂଘ ମଞ୍ଚରେ କାନାଡା ଉପରେ ପରୋକ୍ଷରେ ବର୍ଷିଲେ ଜୟଶଙ୍କର

ନୂଆଦିଲ୍ଲୀ: ମଙ୍ଗଳବାର ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସମ୍ବୋଧନ କରିଛନ୍ତି। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀକୁ ଜୟଶଙ୍କର ଏହି ଅବସରରେ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଦିଲ୍ଲୀ ଶିଖର ସମ୍ମିଳନୀ ବିଶ୍ୱକୁ…

ରାଜ୍ୟ ସରକାର ବିଜ୍ଞାପନ ପାଇଁ ୧୦ ବର୍ଷରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର କହିଛନ୍ତି ଯେ, ଓଡ଼ିଶା ସରକାର ଗତ ୧୦ ବର୍ଷ ମଧ୍ୟରେ ନିଜର କଲ୍ୟାଣକାରୀ ଯୋଜନାର ବିଜ୍ଞାପନ ବାବଦରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ…