Latest Odisha News

BREAKING NEWS

ପାକିସ୍ତାନ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ନେଇ ଖେଳାଳି, ବୋର୍ଡ ମଧ୍ୟରେ ଘନେଇଲା ବିବାଦ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଟିମକୁ ଭାରତୀୟ ଭିଜା ମିଳିସାରିଛି । ତେବେ ଏ ସବୁ ସତ୍ୱେ ପାକିସ୍ତାନ ଟିମର ଖେଳାଳିମାନେ ବିଶ୍ୱକପ ପ୍ରସ୍ତୁତି ଠିକ ଭାବେ କରି ପାରୁ ନାହାନ୍ତି । ପାକିସ୍ତାନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୯୨ ବିଶ୍ୱକପ…

କଲେଜିୟମ ସୁପାରିସକୁ ଅନୁମୋଦନରେ ବିଳମ୍ବ, କେନ୍ଦ୍ର ସରକାରଙ୍କ ଉପରେ ରାଗିଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିବା ବିଚାରପତିଙ୍କ ନାମକୁ ମଞ୍ଜୁର କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରି ବିଳମ୍ବତା ଓକିଲଙ୍କ ମନୋବଳ ଏବଂ ଦେଶରେ ନ୍ୟାୟର ମାନକୁ ପ୍ରଭାବିତ କରୁଛି ବୋଲି କୋର୍ଟ…

ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବେ, ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ ବୈଠକରେ ସୁପାରିସ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ। ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା କାଳ ରହିବେ। ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ। ସୂଚନା ଅନୁସାରେ…

ଆଲିଆଙ୍କ ପୋଷାକ, କିଆରା ଆଡ଼ଭାନିଙ୍କ ଅଳଙ୍କାରକୁ କପି କଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ସାତ୍ ଫେରେ ନେଇ ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ…

ଭୁବନେଶ୍ୱର ଏମ୍ସରେ ଖୋଲିବାକୁ ଯାଉଛି ତିନି ନୂଆ ବିଭାଗ

ଭୁବନେଶ୍ୱର: ରୋଗୀ ସେବା ବୃଦ୍ଧିକୁ ଦେଖି ଏବଂ ଚାହିଦାକୁ ଦେଖି ଏମ୍ସ-ଭୁବନେଶ୍ୱରରେ ୩ଟି ନୂଆ ବିଭାଗ ଖୋଲିବାକୁ ଯାଉଛି। ମଙ୍ଗଳବାର ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ମୁଞ୍ଜର ହୋଇଥିବା ନୂଆ ବିଭାଗଗୁଡ଼ିକ ହେଲା ଇନଫେକସନ ଡିଜିଜ,…

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ମାଆ ହେଲେ ସ୍ୱରା, ନବଜାତ ଶିଶୁକନ୍ୟାର ନାଁ ରଖିଲେ ରାବିୟା

ମୁମ୍ବାଇ: ମାଆ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ୱରା ଭାସ୍କର । ନିକଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାକୁ ନେଇ ସ୍ୱରା , ତାଙ୍କ ସ୍ୱାମୀ ଫହଦ ଅହମ୍ମଦ ଓ ପରିବାର ଲୋକ ବହୁତ ଖୁସି ଅଛନ୍ତି । ସ୍ୱରା ନିଜ ନବଜାତ ଶିଶୁ କନ୍ୟାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।…

ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ନେତା ଶାହନଓ୍ବାଜ ହୁସେନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନଓ୍ୱାଜ ହୁସେନଙ୍କୁ ମଙ୍ଗଳବାର ହୃଦଘାତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ଏହି 54 ବର୍ଷୀୟ ନେତା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମଧ୍ୟ କାମ କରିଛନ୍ତି। ଶାହନଓ୍ୱାଜ…

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି। ଲଗାତର ଶାସନ କ୍ଷମତାରେ ଥିବା…

ଘୋଡ଼ାରେ ବସି ମଲ ଭିତରେ ସପିଂ କଲେ ଯୁବକ

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ସପିଂ କରିବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ସେମାନେ ବଡ଼ ବଡ଼ ମଲକୁ ବି ଯାଇଥାଆନ୍ତି । ତେବେ ନିକଟରେ ଜଣେ ଯୁବକ ସପିଂ କରିବାକୁ ଘୋଡା ଚଢ଼ି ମଲ ଯାଇଛନ୍ତି । କେବଳ ସେତିକି ନୁହେଁ, ଘୋଡ଼ାରେ ବସି ମଲ ଭିତରେ ବୁଲି ବୁଲି ଜିନିଷପତ୍ର ବି କିଣୁଛନ୍ତି । ଏହାର…