Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏକ ଭିନ୍ନ ଆବେଗରେ ଉଦ୍‌ବେଳିତ ହୋଇଉଠିଲେ ଚନ୍ଦ୍ରଭାନୁ । ଦୁଇ ମୁଦ୍ରିତ ପତା ଉପରକୁ ଉଠାଇ ପାଖରେ ଠିଆହୋଇଥିବା ସେଇ ନାରୀକୁ ଦେଖିବାପାଇଁ ଚେଷ୍ଟାକଲେ । କିନ୍ତୁ ଏ କ’ଣ ? ଚତୁର୍ଦ୍ଦିଗ ଅନ୍ଧକାର । ଟେବୁଲ ଉପରେ ଥିବା…

ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର: ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ରହିଥିବା ବେଳେ ସେଠି ପାଣିପାଗ ବି ଉଷ୍ମ ରହିଛି । ଗତକାଲି ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୦.୪ ଡିଗ୍ରୀ…

ସିଏନଜି ବୋଝେଇ ଗାଡିରୁ ଗ୍ୟାସ ଲିକ

ପୁରୀ: ପୁରୀ ସହରର ନିକଟବର୍ତ୍ତୀ ମାଳତୀପାଟପୁରଠାରେ ସିଏନଜି ଗ୍ୟାସ ଲିକ୍ । ଏକ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଏହା ଲିକ ହୋଇଛି  । ଗାଡ଼ିଟି ଭୁବନେଶ୍ୱରରୁ ପୂରୀ ଅଭିମୁଖେ ଆସୁ୍‌ଥିବାବେଳେ ଏହି ଘଟଣା ଘଟିଛି । ଏହି ଟ୍ରକରେ ପ୍ରାୟ ୩୫୦୦ ଲିଟର ଗ୍ୟାସ ଲୋଡ଼ ଥିଲା  । ତେବେ ହଠାତ୍ ଗ୍ୟାସ…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ସାଢ଼େ ୯ ଘଣ୍ଟାର ଜେରା ପରେ ସିବିଆଇକୁ କାହିଁକି ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ୍ ?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାଢ଼େ ୯ ଘଣ୍ଟା ଧରି ଜେରା କରିଥିଲା । ସିବିଆଇ ଜେରା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ସିବିଆଇକୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ‘ଜେରା ପାଇଁ ସିବିଆଇ ଅଫିସରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ସେବା ଓ ସେବକ ପରମ୍ପରାର ଆଲୋଚନା ନିଶ୍ଚିତ ଭାବେ ଅତ୍ୟନ୍ତ କଷ୍ଟକର ଓ ଗୁରୁତ୍ୱପୂର୍ଣ୍ଣ । କାରଣ ଏଭଳି ସେବାର ନମୁନା ଅତ୍ୟନ୍ତ ବିରଳ. ଆଜି ସେହି ସେବା…

କର୍ଣ୍ଣାଟକରେ ପୁଣି ବିଜେପିକୁ ଝଟକା: କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର:କର୍ଣ୍ଣାଟକରେ ପୁଣି ବିଜେପିକୁ ଝଟକା । ଦଳ ଛାଡିଲେ ପୁଣି ଜଣେ ବରିଷ୍ଠ ନେତା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର କଂଗ୍ରେସରେ ଯୋଗ ଦେଇଛନ୍ତି । ବିଜେପିର ଏହି ବରିଷ୍ଠ ନେତାଙ୍କୁ ଦଳ ଆଗାମୀ ନିର୍ବାଚନ ପାଇଁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଗତ…

ଛତୁ ତୋଳିବା ବେଳେ ଗୁଳିମାଡ଼, ୩୧ ଜଣଙ୍କ ମୃତ୍ୟୁ

ଦାମାସ୍କସ୍: ଛତୁ ତୋଳୁ ତୋଳୁ ଟଳି ପଡ଼ିଲେ ୩୧ ଜଣ । ସିରିଆର ହମା ସହରରେ ଏଭଳି ଅଘଟଣ ଘଟିଛି । ଛତୁ ତୋଳୁଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ବ୍ରିଟେନର ମାନବାଧିକାର ସଂଗଠନ ସିରିଆନ୍ ଅବଜର୍ଭେଟରି । ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ମଧ୍ୟ ଏହା ପ୍ରକାଶ କରିଛି ।…

ଦେଶରେ ୨୪ ଘଣ୍ଟାରେ କରୋନାରେ ୨୭ ଜଣଙ୍କ ମୃତ୍ୟୁ, ୬୦ ହଜାର ଟପିଲା ସକ୍ରିୟ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୬୦ ହଜାର ପାର୍ କରିଛି । ଗତ ୨୪…

ଆଜି ସନ୍ଧ୍ୟାରେ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ବନ୍ଦ

ପୁରୀ: ଆଜି ପଇତାଲାଗି ହେବେ କଳାଠାକୁର । ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ପଇତା।।ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ଲଗାଇ  ପ୍ରସ୍ତୁତ  ହୋଇଥିବା ଏହି ପଇତା ସୁରକ୍ଷା ଦେବ ।ମହାପ୍ରଭୁଙ୍କର ଏହା ଏକ…