ବିଳାସପୂର୍ଣ୍ଣ କାର ଛାଡ଼ି ମେଟ୍ରୋ ଟ୍ରେନରେ ଗଲେ, ଅଟୋରେ ଘରକୁ ଫେରିଲେ ଡ଼୍ରିମ୍ଗାର୍ଲ
ନୂଆଦିଲ୍ଲୀ: ବଲିଉଡର ଡ଼୍ରିମ୍ଗାର୍ଲ ତଥା ସାଂସଦ ହେମା ମାଳିନୀ ବିଳାସପୂର୍ଣ୍ଣ କାର ଛାଡ଼ି ମୁମ୍ବାଇର ମେଟ୍ରୋ ଟ୍ରେନ୍ରେ ଯାତ୍ରା କରିଛନ୍ତି । କେବଳ ସେତିକି ନୁହେଁ ସେ ଅଟୋରେ ମଧ୍ୟ ଯାତ୍ରା କରୁଥିବାର ନଜର ଆସିଛନ୍ତି । ପରେ ସୋସିଆଲ ମିଡ଼ିଆରେ ନିଜେ ଏହି ଅନୁଭୂତିକୁ ସେୟାର କରିଛନ୍ତି ।…