Latest Odisha News

BREAKING NEWS

ଢେଙ୍କାନାଳରେ ରୁଙ୍ଗଟାର ନୂଆ ଟିଏମଟି ଷ୍ଟିଲ୍ ବାର୍ ପ୍ଲାଣ୍ଟ

ଭୁବନେଶ୍ୱର: ଢେଙ୍କାନାଳ ସ୍ଥିତ ପ୍ଲାଣ୍ଟର ସମ୍ପ୍ରସାରଣ କରିଛି ରୁଙ୍ଗଟା ମାଇନ୍ସ । ଏଥିରେ ଷ୍ଟିଲ୍ ଟିଏମଟି ବାର ପ୍ଲାଣ୍ଟ ଯୋଡ଼ି ହୋଇଛି । ପ୍ଲାଣ୍ଟର ସମ୍ପ୍ରସାରଣ ଦ୍ୱାରା ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ ଓ ମଧ୍ୟପ୍ରଦେଶକୁ ଉନ୍ନତମାନର ଷ୍ଟିଲ୍ ଟିଏମଟି ବାର…

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି । ଏହି ଅବସରରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ହସ୍ପିଟାଲର ୧୦୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡ.…

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା…

କେଶ କାଟିବାକୁ ବିମାନ ଯୋଗେ ବ୍ରିଟେନରୁ ତୁର୍କୀ ଯାଆନ୍ତି ମହିଳା, କାରଣ ଜାଣିଲେ ଆପଣ ନିଶ୍ଚୟ ପ୍ରଶଂସା କରିବେ

ବ୍ରିଟେନ: ଆଜିକାଲି ଧନୀ ବ୍ୟକ୍ତିଙ୍କ ପାଖରେ ସବୁକିଛି ସମ୍ଭବ । ସେମାନେ ଧନ ବଳରେ ସବୁ କାମ କରିପାରନ୍ତି । କିନ୍ତୁ ମଧ୍ୟବିତ୍ ପରିବାର ଲୋକେ କମ୍ ଖର୍ଚ୍ଚରେ କିପରି ଭଲ ସୁବିଧା ପାଇପାରିବେ ସେଥିଲାଗି ସବୁବେଳେ ଚେଷ୍ଟା କରିଥାନ୍ତି । ବିଟ୍ରେନରେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ନିଜର କେଶ…

ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ୪୫ ବର୍ଷର ସୃଜନୀକୁ ନେଇ ଦିଲ୍ଲୀରେ ଏକକ ଚିତ୍ର କଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି । ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ…

ଝିଅର ମଙ୍ଗଳ ପାଇଁ ସିଦ୍ଧିବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଝିଅ ମାଲତୀ ମ୍ୟାରି ଚୋପ୍ରାଙ୍କ ସହ ପୂଜାର୍ଚ୍ଚନା କରିଛନ୍ତି । ପ୍ରିୟଙ୍କା ଏବଂ ତାଙ୍କ ଝିଅ ପୂଜାପାଠ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେ ଏକ ପାରମ୍ପରିକ ନୀଳରଙ୍ଗର ଡ଼୍ରେସ ପିନ୍ଧିଥିବା ବେଳେ…

ଏପ୍ରିଲ୍ ୧୪ରୁ କିଟରେ ଦୁଇ ଦିନିଆ ୱାଇ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଏପ୍ରିଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି । ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ । ଏହି ଦୁଇ ଦିନିଆ ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ…

ସଙ୍ଗୀତ ପାଇଁ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସହ ଅନ୍ୟ ଜଣେ ଗିରଫ

ଭୁବନେଶ୍ୱର: ବେଙ୍ଗଳୁରୁରେ ସଙ୍ଗୀତ ପାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସରେ ଡିଏସପି ଥିବା କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ୩ ଦିନ ତଳେ ବେଙ୍ଗଳୁରୁରେ ୫୪ ବର୍ଷୀୟ ଲୟଡ ନେହେମିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ମାମଲାରେ ବେଙ୍ଗଳୁରୁ ପୋଲିସ…

ଥାଇଲାଣ୍ଡ ସନ୍ତରଣ ଚାମ୍ପିୟନଶିପ: ରୌପ୍ୟ ଜିତିଲେ ଓଡିଶାର ପ୍ରତ୍ୟାଶା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ସନ୍ତରଣକାରୀ ପ୍ରତ୍ୟାଷା ରାୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ଥାଇଲାଣ୍ଡରେ ଅନୁଷ୍ଠିତ ବୟସ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଶୁକ୍ରବାର ବ୍ୟାଙ୍କକର ଆସ୍ୟୁମଶନ ୟୁନିଭରସିଟିରେ ଅନୁଷ୍ଠିତ…

ବିବାହ ଉତ୍ସବରେ କନ୍ୟା କଲେ ମଦ୍ୟପାନ: ନିଶା ଟଳମଳ ଅବସ୍ଥାରେ ଟଏଲେଟ୍‌ରେ ବସି ରହିଲେ

ନ୍ୟୁୟର୍କ: ପ୍ରତ୍ୟେକ ପୁଅ ଏବଂ ଝିିଅ ନିଜ ବିବାହ ଦିନକୁ ସ୍ମରଣୀୟ କରିବାକୁ ଚାହାଁନ୍ତି । ଏଥିସହ ବିବାହ ଦିନ ବର ଏବଂ କନ୍ୟା ଶାନ୍ତ ଏବଂ ସଭ୍ୟ ମନୋଭାବ ବଜାୟ ରଖିଥାନ୍ତି । କିନ୍ତୁ ଯଦି ବିବାହ ଦିନ କନ୍ୟା ନିଜେ ମଦ୍ୟପାନ କରନ୍ତି ତେବେ କଣ ହେବ? ଠିକ୍ ସେମିତି ଆମେରିକାରେ ଏକ ବିବାହ…