Latest Odisha News

BREAKING NEWS

ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଫିଲ୍ମରେ ଦେଖିଲେ ଦର୍ଶକ

ଭୁବନେଶ୍ୱର: ଓଡ଼ିଶାର ବଲାଙ୍ଗୀର ଜିଲା ପାଟଣାଗଡ଼ରେ ଘଟିଥିବା ଚାଞ୍ଚଲ୍ୟକର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ନାହିଁ । ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ନେଇ ଫିଲ୍ମ ମାଧ୍ୟମରେ ଲୋକମାନଙ୍କ ପାଖରେପହଞ୍ଚାଇଛନ୍ତି ନିର୍ମାତା । ଏହି ସତ୍ୟ ଘଟଣାକୁୁ ନେଇ…

କୁମ୍ଭକର୍ଣ୍ଣ ପରି ଶୁଅନ୍ତି ମହିଳା, ବିସ୍ଫୋରଣ ହେଲେ ବି ଉଠନ୍ତି ନାହିଁ

ନ୍ୟୁୟର୍କ: ଆପଣ କୁମ୍ଭକର୍ଣ୍ଣଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ । ଯିଏ ଥରେ ଶୋଇଲେ ମାସ ମାସ ଧରି ଉଠି ନ ଥାନ୍ତି । କିନ୍ତୁ ଆମେରିକାରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ନିଦ ମଧ୍ୟ କୁମ୍ଭକର୍ଣ୍ଣଙ୍କ ପରି । ସେ ଥରେ ଶୋଇଲେ ୨ ସପ୍ତାହ ପର୍ଯ୍ୟନ୍ତ ଉଠି ନ ଥାନ୍ତିି । ସେ କ’ଣ ପାଇଁ ଦୀର୍ଘ…

ଯୁଦ୍ଧ ବେଳେ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଶନିବାର ପାଲେଷ୍ଟାଇନରୁ ହାମସ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିବା ପରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ଆମ ଅତିଥି ଓ କ୍ରୁ ସଦସ୍ୟଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର 7 ତାରିଖରେ ଦିଲ୍ଲୀରୁ ତେଲ ଆବିବ ଅଭିମୁଖେ AI139 ଏବଂ ତେଲ…

ସିଏଚଏସଇ ଅଫିସିଆଲ ଓ୍ବେବସାଇଟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନ ବ୍ୟାଙ୍କ ଅପଲୋଡ୍ କଲା

ଭୁବନେଶ୍ୱର:ଯୁକ୍ତ ଦୁଇଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିଛି ପ୍ରଶ୍ନପତ୍ର ବ୍ୟାଙ୍କ। ପରୀକ୍ଷା ପୂର୍ବରୁ ସିବିଏସ୍ଇ ଏବଂ ଆଇସିଏସ୍ଇ ଦ୍ୱାରା ଜାରି କରାଯାଇଥିବା ପ୍ରଶ୍ନ ବ୍ୟାଙ୍କକୁ ଦୃଷ୍ଟିରେ ରଖି ସିଏଚଏସ୍ଇ…

ଶାଶୁଘରେ ପରିଣୀତିଙ୍କର ହେଲା ଗ୍ରାଣ୍ଡ୍ ୱେଲ୍‌କମ୍‌, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିବା ପରେ ବି ଚର୍ଚ୍ଚାରେ ଅଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ବିବାହ ପରେ ରାଘବ ଓ ପରିଣୀତିଙ୍କ…

ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଅନ୍ ଲାଇନ୍ ଲିକ୍, ସାଇବର ଥାନାରେ ଏତଲା ଦେଲା ବୋର୍ଡ

କଟକ: ନିକଟରେ ଅନଲାଇନରେ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ଅନୁଧ୍ୟାନ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ଶନିବାର କଟକ ସାଇବର ଥାନାରେ ଅଭିଯୋଗ କରାଯାଇଛି। ସେହିପରି ଚଳିତ ଦଶମ ଓ ମଧ୍ୟମା…

ବିଶ୍ୱକପ ୨୦୨୩: ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋର ଚେଜ କରିବାରେ ବିଫଳ ହେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋରକୁ ଚେଜ କରିବାରେ ଶ୍ରୀଲଙ୍କା ବିଫଳ ହୋଇଛି । ୪୨୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅବଶ୍ୟ…

ଏମକେସିଜି ହସ୍ପିଟାଲରେ ବର୍ଣ୍ଣ କେୟାର ୟୁନିଟ୍ ନିର୍ମାଣକୁ ମଞ୍ଜୁରୀ ଦେଲେ ସରକାର

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ବର୍ଣ୍ଣ କେୟାର ୟୁନିଟ୍ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। କ୍ୟାମ୍ପସରେ ଥିବା ହାଉସ୍ ସର୍ଜନ ହଷ୍ଟେଲରେ ବର୍ଣ୍ଣ କେୟାର ୟୁନିଟ୍ ପାଇଁ ନୂତନ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ…

ଲିକ ହେଲା ଟାଇଗର-୩ର କ୍ୟାଟ୍ରିନାଙ୍କ ସିନ

ମୁମ୍ବାଇ : ବଲିଉଡ଼ର ଭାଇଜାନ ସଲମାନ ଖାନ୍ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ରିଲିଜ ଦିନ ଯେତେ ପାଖେ ଆସୁଛି ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ିବାରେ ଲାଗିଛି । ଏଥିରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ରୋମାନ୍ସ ଦର୍ଶକ ପୁଣି ଥରେ…

ଇସ୍ରାଏଲ-ପାଲେଷ୍ଟାଇନ ଶତ୍ରୁତାର ଲମ୍ବା କାହାଣୀ: କାହିଁକି ଘଟିଲା ସଂଘର୍ଷ

ନୂଆଦିଲ୍ଲୀ:ଯୁଦ୍ଧମୁହାଁ ହୋଇଛନ୍ତି ଇସ୍ରାଏଲ୍-ପାଲେଷ୍ଟାଇନ ।   ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣର ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛି ଇସ୍ରାଏଲ । ଆଜି ସକାଳେ ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ ରକେଟ୍ ମାଡ଼ରେ…