Latest Odisha News

BREAKING NEWS

ପବିତ୍ର ରାମନବମୀରେ ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପବିତ୍ର ରାମନବମୀ। ଚଳଚଞ୍ଚଳ ଗାଁଠୁ ସହର। ମହା ଆଡ଼ମ୍ବରରେ ବିଭିନ୍ନ ସ୍ଥାନରେ ରାମନବମୀ ପାଳନ କରାଯାଏ । ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର । ଭୁବନେଶ୍ୱର ରାମମନ୍ଦିରରେ ଧୂମଧାମରେ ରାମନବମୀ ପାଳନ କରାଯାଉଛି । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅନେକ ଦିନ ପରେ ଆଜି ସେ ନିଜକୁ ଖୁବ୍ ହାଲୁକା ମନେ କରୁଛି । ଈଶ୍ୱରାନୁଭବ ଭିତରେ ଯେ ଏପରି କାଉଁରୀ ଶକ୍ତି ଥାଏ, ମନେ ମନେ ସେ ନିଜ ସହ କଥା ହେଲା । ଏବେ ତା’ ଭିତରେ ଏକ ପ୍ରସନ୍ନ, ପରିଚ୍ଛନ୍ନ ଭାବନା ଲହଡ଼ି…

ଭାଷା ଭାଗବତ : ନିଜର ଚିଂତା, କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜେ ବୁଝିଲେ ସବୁ ସ୍ପଷ୍ଟ ଅନ୍ୟକୁ ବୁଝାଇଲେ କଷ୍ଟ ଅଯଥା ହୁଏ ବେଳ ନଷ୍ଟ ଚେତନା ହୁଏ ପଥଭ୍ରଷ୍ଟ ମନ ଯାହା ପାରିଛି ବୁଝି ତାହା ମାନିବା ପାଇଁ ରାଜି ହେଲେ, ମନରୁ ହଟେ ଦ୍ବଂଦ୍ବ ମିଳଇ ବିରଳ ଆନଂଦ ସେହି ଆନଂଦ ପ୍ରାପ୍ତି ପାଇଁ ଅନ୍ୟକୁ…

କବିତା : ରାମ ନବମୀ

ଜ୍ଞାନ ରଞ୍ଜନ ଦାଶ  ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ ଲଙ୍କପତି ଦଶାନନ ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ ଜନ୍ମିତ ରଘୁ ନନ୍ଦନ । ପୁତ୍ରେଷ୍ଠି ଯାଗର କରି ଆୟୋଜନ ଋଷ୍ୟଶୃଙ୍ଗ ପୌରୋହିତ୍ୟେ ଦଶରଥ ଲାଭ କଲେ ଚତୁସ୍ପୁତ୍ର ଜଗତ ଜନଙ୍କ ହିତେ । କୌଶଲ୍ୟା ଉଦରୁ ଉଦେ ନିଶାକର…

ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ

ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ​​ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଆଜି ଏମିତି ଏକ ସେବକଙ୍କ କଥା ଆଲୋଚନା କରିବା ଯାହାଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କିନ୍ତୁ ସାଧାରଣରେ ଏହି…

ଯାତ୍ରୀଙ୍କୁ କିଡ଼ନୀ ଦାନ କଲେ ଡ଼୍ରାଇଭର

ବେଳେ ବେଳେ ଛୋଟ ଉଦ୍ୟମଟିଏ ଜଣେ ବ୍ୟକ୍ତିଙ୍କୁ ଏତେ ଚର୍ଚ୍ଚାକୁ ଆଣିଥାଏ ଯେ, ତାକୁ କଳନା କରିବା କଷ୍ଟକର । ଏବେ ଏମିତି ଏକ ଘଟଣା ଘଟିଛି ଜଣେ ଉବେର ଡ଼୍ରାଇଭରଙ୍କ କ୍ଷେତ୍ରରେ । ସେ ଜଣେ ଯାତ୍ରୀଙ୍କୁ କିଡ୍‌ନୀ ଦାନ କରି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏହି ଡ଼୍ରାଇଭର ଜଣକ…

ଉର୍ଫିଙ୍କୁ ପ୍ରଶଂସା କଲେ କରୀନା: ଏହାର କିଛି ଗୁରୁତ୍ୱ ନାହିଁ କହିଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର ପରିଧି କୌଣସି ଡ଼୍ରେସ ଡ଼ିଜାଇନ ନୁହେଁ ବରଂ ଅଭିନେତ୍ରୀ କରିନା କପୁରଙ୍କ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ…

ସାଇକେଲରେ ୫୨୭ ଦିନରେ ୧୪ ଦେଶ ବୁଲିଲେ ଯୁବକ

ୱାଶିଂଟନ: ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଯଦି ଥରେ କିଛି କରିବା ପାଇଁ ଦୃଢମନା ହୋଇ ନିଷ୍ପତ୍ତି ନିଆଯାଏ, ତେବେ ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ । ଏଭଳି ଏକ ଘଟଣା ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ । ଏହି ଯୁବକ ଜଣକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି ଓ ଏଥିପାଇଁ ତାଙ୍କୁ ପାଖାପାଖି…

ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍‌ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି…