ଖଲିସ୍ତାନୀ ଆକ୍ରମଣକୁ ଲଣ୍ଡନରେ ବିରୋଧ; ବିକ୍ଷୋଭ ପ୍ରଦର୍ଶନରେ ପ୍ରବାସୀ ଭାରତୀୟଙ୍କ ସହ ସାମିଲ୍ ହେଲେ ବ୍ରିଟେନ୍…
ଲଣ୍ଡନ: ଗତ ରବିବାର(ମାର୍ଚ୍ଚ ୧୯) ବ୍ରିଟେନ୍ର ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ଅଫିସ୍ରେ ଖଲିସ୍ତାନୀ ଉଗ୍ରବାଦୀ ଆକ୍ରମଣ ହୋଇଥିଲା। ଏହାର ବିରୋଧରେ ଲଣ୍ଡନରେ ଥିବା ପ୍ରବାସୀ ଭାରତୀୟ ମଙ୍ଗଳବାର ହାଇ କମିଶନଙ୍କକ ଅଫିସ୍ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସବୁଠାରୁ ଖୁସୀର କଥା ହେଲା…