ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟଣା: ଦେବଦୂତ ସାଜି ୧୫୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଗେଟମ୍ୟାନ
ଆଗ୍ରା:ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ । ପାତାଳକୋଟ ଏକ୍ସପ୍ରେସ ଟ୍ରେନ ପଞ୍ଜାବର ଫରିଦାବାଦରୁ ମଧ୍ୟପ୍ରଦେଶ ଯାଉଥିବାବେଳେ ଗତକାଲି ନିଆଁ ଲାଗି ଯାଇଥିଲା । ଆଗ୍ରାଠାରୁ ୧୦ କିମି ଦୂର ଭାଣ୍ଡାଇ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଲୋକମାନେ ଜୀବନ ବିକଳରେ ଟ୍ରେନରୁ ଡେଇଁ ଜୀବନ…