ଶେଷରେ ଡେରାସ କେନାଲରୁ ହଟିଲା ଜବରଦଖଲ; ସ୍ଥିତି ଅନୁଧ୍ୟାନ କଲେ ସାଂସଦ ଅପରାଜିତା
ଭୁବନେଶ୍ୱର:ଶେଷରେ ହଟିଲା କେନାଲ ଜବରଦଖଲ । ପାଣି ଯିବାକୁ ଫିଟିଲା ବାଟ । ଦୁଇ ବର୍ଷର ସଂଘର୍ଷର ହେଲା ଅନ୍ତ । ଚାଷୀଙ୍କୁ ମିଳିଲା ସେମାନଙ୍କର ହକ । ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହି ଖବର ସାମ୍ନାକୁ ଆସିବା ପରେ…