ବୌଦ୍ଧ ଆଠମଲ୍ଲିକରୁ ୪୫ କେଜି ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ
ଆଠମଲ୍ଲିକ: ବୌଦ୍ଧ ଆଠମଲ୍ଲିକ ବନ ବିଭାଗକୁ ବଡ ସଫଳତା ମିଳିଛି । ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଧରିଛି ବନ ବିଭାଗ । ୪୫ କେଜି ଗଞ୍ଜେଇ ସହ ଗୋଟିଏ କାରକୁ ଜବତ କରିଛି । ଏବଂ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା…