Latest Odisha News

BREAKING NEWS

JSWର ଉତ୍କଳ ଷ୍ଟିଲ୍ ପେଲେଟ୍ କାରଖାନା ପାଇଁ ହେଲା ଭୂମି ପୂଜନ

ପାରାଦୀପ: ଢିଙ୍କିଆ ଚାରିଦେଶରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଜିନ୍ଦଲ ଉତ୍କଳ ଷ୍ଟିଲ କାରଖାନା କାର୍ଯ୍ୟ । ଆଜି ଠାରୁ ପାଇଲିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପେଲେଟ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୟୁନିଟ୍…

ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଲୋ ସ୍କୋରିଂ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ପ୍ରାରମ୍ଭୀକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ କେଏଲ ରାହୁଲଙ୍କ ଚମତ୍କାର ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଭାରତ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍‌ସନ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ…

ଏନଟିଆର ୩୦ରେ ସୈଫ ହେବେ ଖଳନାୟକ

ମାଡ୍ରାସ: ଆରଆରଆରର ସଫଳତା ପରେ ଜୁନିୟର ଏନଟିଆର ତାଙ୍କର ଆଗାମୀ ଫିଲ୍ମ ଏନଟିଆର ୩୦ (ନାମକରଣ ହୋଇନି) ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କୋରତାଲା ଶିବା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶୁକ୍ରବାର ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫ ଅଲୀ…

‘ହେରାଫେରୀ-୩’ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି

ମୁମ୍ବାଇ: ଫିଲ୍ମ ହେରାଫେରୀ-୩ରେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଏଣ୍ଟ୍ରି କରିଛନ୍ତି । ଏଥିରେ ସେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି’ ର ଏକ ଅଂଶ ହୋଇଛନ୍ତି ବୋଲି ନିଜେ ସଞ୍ଜୟ ସ୍ପଷ୍ଟ…

‘ଓଡ଼ିଶାରେ ମହିଳା ସଶକ୍ତ’, କେନ୍ଦ୍ର ଦେଲା ସାର୍ଟିଫିକେଟ !

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ଥିବାରୁ ବିଜେଡି ପୁଣି ମହିଳାଙ୍କୁ ଫୋକସ କରିବା ପ୍ରକ୍ରିୟାକୁ ଜୋରଦାର କରିଛି। ଏଥିରେ ଦଳକୁ ବେଶ ସହାୟକ ହୋଇଛି ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ। ଓଡ଼ିଶାର ୮୭ ପ୍ରତିଶତ ମହିଳାଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଥିବା ସହ ସେମାନେ ଏହାକୁ ବ୍ୟବହାର…

କୋହଲିଙ୍କୁ ଅଣଦେଖା କରୁଛନ୍ତି କି ହାର୍ଦ୍ଦିକ ?

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ପ୍ରଥମ ମ୍ୟାଚ ଅବସରରେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଭାବେ କୋହଲିଙ୍କୁ ଅଣଦେଖା କରୁଥିବା ଦେଖିବାକୁ…

ଭିନ୍ନ ପରମ୍ପରା: ଝିଅର ବିବାହରେ ମାମୁଁ ଘରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଉପହାର

ରାଜସ୍ଥାନ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ରୀତିନୀତି ଭିନ୍ନ ଭିନ୍ନ ହୋଇଥାଏ । ସେହିପରି ରାଜସ୍ଥାନର ଏକ ପ୍ରଥା ହେଉଛି ‘ଭାତ’୍ । ଜାଟ୍ ପରିବାରରେ ଏହା ମାୟରା ନାମରେ ଜଣାଶୁଣା । ଏହି ରୀତିନୀତି ଭାଇ ଦ୍ୱାରା କରାଯାଏ । ପୁଅ କିମ୍ବା ଝିଅର ବିବାହ ସମୟରେ ସେମାନଙ୍କ ମାମୁଁ ଘରକୁ…

‘ଜୟନାରାୟଣ’ ରୋକ୍ ସକୋ ତୋ ରୋକ୍ ଲୋ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ରାଜ୍ୟ ରାଜନୀତିର ପାଣିପାଗକୁ ବଦଳାଇଦେଇଛି। ଅତି ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଘଟଣାର ସ୍ପଷ୍ଟତା ନ ଆସିବା ସ୍ଥିତିକୁ ଜଟିଳ କରିଛି। ଏହି ଘଟଣାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଘଟଣା ଘଟିବା ପରଠୁ…

ବିମାନବନ୍ଦରରେ ରାମଚରଣଙ୍କୁ ‘ଆରଆରଆର’ ପତାକା ଦେଖାଇ ସ୍ୱାଗତ

ମୁମ୍ବାଇ: ଓସ୍କାର ଆୱାର୍ଡରେ ସୁପରହିଟ୍ ଫିଲ୍ମ ‘ଆରଆରଆର’ର ନାଟୁ ନାଟୁ ଗୀତର ବଡ଼ ସଫଳତା ପରେ ଅଭିନେତା ରାମଚରଣ ଭାରତ ଫେରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ପହଞ୍ôଚଥିଲେ । ସେଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଘେରିଯାଇ ସ୍ୱାଗତ ସହ ଅଭିନନ୍ଦନ ଜଣାଇଥିଲେ । ଏମିତି…