ଉଡ଼ନ୍ତା କାରକୁ ନେଇ ଚର୍ଚ୍ଚା: କିଣିବା ପୂର୍ବରୁ ବାରମ୍ବାର ଭାବିବେ
ଦୀର୍ଘ ଦିନ ହେଲା ଏକ ଫ୍ଲାଇଙ୍ଗ କାର ବିଷୟରେ ଚର୍ଚ୍ଚା ଚାଲିଛି । ଅନେକ କମ୍ପାନୀ ଦାବି କରିଛନ୍ତି ଯେ, ସେମାନେ ଏପରି ଏକ କାର ବିକଶିତ କରିଛନ୍ତି ଯାହା ଉଡିପାରିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବଜାରକୁ ଆସିନାହିଁ । ଆଜିର ସମୟରେ ଲୋକମାନେ ଟ୍ରାଫିକରେ ଅଟକି ରହି ସମୟ ନଷ୍ଟ କରିବାକୁ…