Latest Odisha News

BREAKING NEWS

କୁକୁର ଆକ୍ରମଣରେ ବଦଳିଗଲା ଛାତ୍ରୀଙ୍କ ଚେହେରା: ଏବେ କରୁଛନ୍ତି ଲୋକଙ୍କୁ ସଚେତନ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ । ସେହିକାରଣରୁ କୁକୁର ଏବଂ ମଣିଷ ଭିତରେ ଏହି ସମ୍ପର୍କ ଅତି ପୁରୁଣା । କିନ୍ତୁ କୁକୁର ଯେତେ ବିଶ୍ୱସ୍ତ ହେଲେ ମଧ୍ୟ କେତେବେଳେ ଯେ ନିଜ ମାଲିକକୁ ଆକ୍ରମଣ କରିବ ତାହା କେହି କହିପାରିବେ ନାହିଁ । ଆଉ ବାହାର ଲୋକଙ୍କ କଥା…

ସୋଆ କୃଷି ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ ମହୋତ୍ସବ ‘ଅନ୍ନ’ ଅନୁଷ୍ଠିତ

ଭୁବନେଶ୍ୱର: ସୋଆ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ବାର୍ଷିକ ମହୋତ୍ସବ ‘ଅନ୍ନ’ ମାର୍ଚ୍ଚ ୯ ଓ ୧୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉତ୍ସବର ସଫଳତା କାମନା କରିବା ସହ…

ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନକୁ ଦେଖିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ । ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଥିବା ଡାକୋଟାକୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ବୁଲି ଦେଖିଛନ୍ତି । ମାର୍ଚ୍ଚ ୫ ତାରିଖରେ…

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ: ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ଦେଢ ଲକ୍ଷ ପରିବାର

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆରମ୍ଭ କରାଯାଇଛି । ଏଥିରେ ୧୪.୫ ଲକ୍ଷ ପରିବାରକୁ ପର୍ଯ୍ୟାୟ କ୍ରମେ ସାମିଲ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧.୫ ଲକ୍ଷ ପରିବାରଙ୍କ ଜୀବିକା ବିକାଶ ନିମନ୍ତେ କ୍ଲଷ୍ଟର ମାଧ୍ୟମରେ ୫୦୦ କୋଟି ଟଙ୍କା ବିନିଯୋଗ…

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ । ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି । ବାଇକ୍‌ରେ ପ୍ରେମୀ ଯୁଗଳଙ୍କ…

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା…

ଏଫଆଇଏଚ ପ୍ରୋ ଲିଗ: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଲା ଭାରତ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ମୁକାବିଲାରେ ଭାରତ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରିଛି । ନୂତନ କୋଚ କ୍ରେଗ ଫୁଲଟନ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ୩-୨ ଗୋଲରେ ଜର୍ମାନୀକୁ ହରାଇଛି । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ…

ମହାନ୍‌ ଦାର୍ଶନିକ ପ୍ରଫେସର ଜେ.ଏନ୍‌. ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଦାର୍ଶନିକ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତିଙ୍କର ଦୋଳ ପୂର୍ଣ୍ଣିମା ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫିଲାଡେଲଫିଆସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ପ୍ରଫେସର ମହାନ୍ତି ଏବେର କେନ୍ଦ୍ରାପଡ଼ା…

ଦକ୍ଷିଣ ଭାରତର ସବୁଠାରୁ ଦାମୀ ହୀରୋ ହେଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଦାମୀ ହୀରୋ ସାଜିଛନ୍ତି । ସେ ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଆଗାମୀ ହିନ୍ଦୀ ଫିଲ୍ମ ସାଇନ କରିଛନ୍ତି । ଏଥିପାଇଁ ତାଙ୍କୁ ୧୨୫ କୋଟି ଅଫର କରାଯାଇଥିବା ଚର୍ଚ୍ଚା ଜୋର ଧରିଛି । ଯଦି ଏହା ସତ ହୋଇଥାଏ…

ଚରିତ୍ରକୁ ନେଇ ମୁହାଁମୁହିଁ ହେଲେ ବିଜେଡି,ବିଜେପି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଚାଲିଛି ଟ୍ୱିଟ ଫାଇଟ। ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ମଧ୍ୟରେ ଟ୍ୱିଟ ଯୁଧ୍ୟ ଜୋର ହୋଇଛି। ନବ ଦାସଙ୍କ ହତ୍ୟା ପରେ ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ବର୍ଷା ସିଂ…