‘ତୁ ଭିକ ମାଗିବୁ’ ମା’ଙ୍କ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗୋବିନ୍ଦା
ମୁମ୍ବାଇ: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଭାବରେ ଗୋବିନ୍ଦାଙ୍କର ନାମ ରହିଛି । ନିଜର ଡ୍ୟାନ୍ସ ସହ ଅଭିନୟ ମାଧ୍ୟମରେ ସେ ଅନେକଙ୍କ ହୃଦୟ ଜିତିଥିବାବେଳେ ଏବେ ଗୋବିନ୍ଦ ତାଙ୍କ ଜୀବନର ଏମିତି ଏକ ମୁହୂର୍ତ୍ତକୁ ନେଇ ଖୁଲାସା କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦା…